ଝିଅକୁ ଅପହରଣ ଅଭିଯୋଗ, ଆମରଣ ଅନଶନରେ ବସିଲେ ବାପା-ମା’

ବାସୁଦେବପୁର ୧୨।୪: ଝିଅକୁ ଅପହରଣ ଅଭିଯୋଗ ଘଟଣାରେ ପୋଲିସ ହସ୍ତକ୍ଷେପ ନକରିବାରୁ ଧାରଣା । ରାସ୍ତା କଡରେ ଆମରଣ ଅନଶନ ବସିଲେ ବାପା-ମା’ ।ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଆର୍ତ୍ତୁଙ୍ଗ ଗ୍ରାମର ଶରତ କୁମାର ମହାପାତ୍ରଙ୍କ ୧୭ ବର୍ଷ ବୟସ୍କ ଝିଅଙ୍କୁ ଗତ ୧୦ ତାରିଖ ଭୋରରୁ କେହି ଅପହରଣ କରିନେଇଥିବା ଥାନାରେ ଅଭିଯୋଗ କରିଥିଲେ । ଶରତ ଓ ତାଙ୍କ ସ୍ତ୍ରୀ ବାରମ୍ବାର ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ବି ପୋଲିସ କିଛି ଶୁଣିନଥିଲେ । ଶେଷରେ ବାଧ୍ୟ ହୋଇ ଥାନା ସମ୍ମୁଖ ମୁଖ୍ୟ ରାସ୍ତା କଡରେ ଶରତ ଓ ତାଙ୍କ ସ୍ତ୍ରୀ ଆମରଣ ଅନଶନରେ ବସିଛନ୍ତି । ଯେତେ ପର୍ଯ୍ୟନ୍ତ ଅପହୃତାଙ୍କୁ ଗିରଫ କରାଯାଇନାହିଁ ସେତେ ପର୍ଯ୍ୟନ୍ତ ଆମରଣ ଅନଶନରେ ବସିବେ ବୋଲି ଉଭୟ କହିଛନ୍ତି ।You Can Read:ଟ୍ରକ୍ ଆସିଲା, ଚଢାଇ ଦେଇ ଚାଲିଗଲା : ମୃତ୍ୟୁ ମୁଖରୁ ବଞ୍ଚିଗଲେ ଦୁଇ ମହିଳା ଶ୍ରମିକ

ଝିଅକୁ ଅପହରଣ ଅଭିଯୋଗ, ଆମରଣ ଅନଶନରେ ବସିଲେ ବାପା-ମା’

ବାସୁଦେବପୁର ୧୨।୪: ଝିଅକୁ ଅପହରଣ ଅଭିଯୋଗ ଘଟଣାରେ ପୋଲିସ ହସ୍ତକ୍ଷେପ ନକରିବାରୁ ଧାରଣା । ରାସ୍ତା କଡରେ ଆମରଣ ଅନଶନ ବସିଲେ ବାପା-ମା’ ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଆର୍ତ୍ତୁଙ୍ଗ ଗ୍ରାମର ଶରତ କୁମାର ମହାପାତ୍ରଙ୍କ ୧୭ ବର୍ଷ ବୟସ୍କ ଝିଅଙ୍କୁ ଗତ ୧୦ ତାରିଖ ଭୋରରୁ କେହି ଅପହରଣ କରିନେଇଥିବା ଥାନାରେ ଅଭିଯୋଗ କରିଥିଲେ । ଶରତ ଓ ତାଙ୍କ ସ୍ତ୍ରୀ ବାରମ୍ବାର ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ବି ପୋଲିସ କିଛି ଶୁଣିନଥିଲେ । ଶେଷରେ ବାଧ୍ୟ ହୋଇ ଥାନା ସମ୍ମୁଖ ମୁଖ୍ୟ ରାସ୍ତା କଡରେ ଶରତ ଓ ତାଙ୍କ ସ୍ତ୍ରୀ ଆମରଣ ଅନଶନରେ ବସିଛନ୍ତି । ଯେତେ ପର୍ଯ୍ୟନ୍ତ ଅପହୃତାଙ୍କୁ ଗିରଫ କରାଯାଇନାହିଁ ସେତେ ପର୍ଯ୍ୟନ୍ତ ଆମରଣ ଅନଶନରେ ବସିବେ ବୋଲି ଉଭୟ କହିଛନ୍ତି ।

You Can Read:

ଟ୍ରକ୍ ଆସିଲା, ଚଢାଇ ଦେଇ ଚାଲିଗଲା : ମୃତ୍ୟୁ ମୁଖରୁ ବଞ୍ଚିଗଲେ ଦୁଇ ମହିଳା ଶ୍ରମିକ