ଝିଅକୁ ବୟଫ୍ରେଣ୍ଡ୍ ସହ ଦେଖି ରାଗରେ ନିଆଁବାଣ ହୋଇଗଲେ ମା’: କରିଦେଲେ ଏମିତି କାମ
ହାଇଦ୍ରାବାଦ,୨୦ା୩:ହାଇଦ୍ରାବାଦର ଇବ୍ରାହିମ୍ପଟନମ୍ରେ ଜଣେ ମହିଳା ବୁଧବାର ନିଜ ୧୯ ବର୍ଷୀୟା ଝିଅଙ୍କୁ ତାଙ୍କ ବୟଫ୍ରେଣ୍ଡ୍ଙ୍କ ସହ ଦେଖିବା ପରେ ତଣ୍ଟି ଚିପି ହତ୍ୟା କରିଛନ୍ତି। ଜଙ୍ଗାମ୍ମା ଅପରାହ୍ନରେ ଖାଇବା ପାଇଁ ନିଜ ଘରକୁ ଫେରିଥିଲେ। ଘରେ ଝିଅ ଭାର୍ଗବୀଙ୍କ ସହ ତାଙ୍କ ବୟଫ୍ରେଣ୍ଡ୍ଙ୍କୁ ଦେଖିଥିଲେ। ବୟଫ୍ରେଣ୍ଡ୍ଙ୍କୁ ଘରୁ ବିଦାକରିବା ପରେ ଏକ ଶାଢ଼ିରେ ଭାର୍ଗବୀଙ୍କ ତଣ୍ଟିକୁ ଭିଡ଼ି ହତ୍ୟା କରିଥିଲେ। ଭାର୍ଗବୀଙ୍କ ନାବାଳକ ଭାଇ ଝରକା ଦେଇ ଏହା ଦେଖିବା ପରେ ନିଜ ମା’ଙ୍କ ବିରୋଧରେ ପୋଲିସରେ […] The post ଝିଅକୁ ବୟଫ୍ରେଣ୍ଡ୍ ସହ ଦେଖି ରାଗରେ ନିଆଁବାଣ ହୋଇଗଲେ ମା’: କରିଦେଲେ ଏମିତି କାମ appeared first on Dharitri Odia News.
ହାଇଦ୍ରାବାଦ,୨୦ା୩:ହାଇଦ୍ରାବାଦର ଇବ୍ରାହିମ୍ପଟନମ୍ରେ ଜଣେ ମହିଳା ବୁଧବାର ନିଜ ୧୯ ବର୍ଷୀୟା ଝିଅଙ୍କୁ ତାଙ୍କ ବୟଫ୍ରେଣ୍ଡ୍ଙ୍କ ସହ ଦେଖିବା ପରେ ତଣ୍ଟି ଚିପି ହତ୍ୟା କରିଛନ୍ତି। ଜଙ୍ଗାମ୍ମା ଅପରାହ୍ନରେ ଖାଇବା ପାଇଁ ନିଜ ଘରକୁ ଫେରିଥିଲେ। ଘରେ ଝିଅ ଭାର୍ଗବୀଙ୍କ ସହ ତାଙ୍କ ବୟଫ୍ରେଣ୍ଡ୍ଙ୍କୁ ଦେଖିଥିଲେ। ବୟଫ୍ରେଣ୍ଡ୍ଙ୍କୁ ଘରୁ ବିଦାକରିବା ପରେ ଏକ ଶାଢ଼ିରେ ଭାର୍ଗବୀଙ୍କ ତଣ୍ଟିକୁ ଭିଡ଼ି ହତ୍ୟା କରିଥିଲେ। ଭାର୍ଗବୀଙ୍କ ନାବାଳକ ଭାଇ ଝରକା ଦେଇ ଏହା ଦେଖିବା ପରେ ନିଜ ମା’ଙ୍କ ବିରୋଧରେ ପୋଲିସରେ ଏତଲା ଦେଇଥିଲେ।
The post ଝିଅକୁ ବୟଫ୍ରେଣ୍ଡ୍ ସହ ଦେଖି ରାଗରେ ନିଆଁବାଣ ହୋଇଗଲେ ମା’: କରିଦେଲେ ଏମିତି କାମ appeared first on Dharitri Odia News.