ଟଙ୍କା ସହ ଧରାପଡ଼ିଲେ MVI ବିଜୟ କୁମାର ବେହୁରିଆ, ଖୋର୍ଦ୍ଧା ହସ୍ପିଟାଲ ଛକରେ ଧରିଲା ଭିଜିଲାନ୍ସ

 ନୂଆପଡ଼ା : ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା MVI । ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ MVI ବିଜୟ ।  ନୂଆପଡ଼ା MVI ବିଜୟ କୁମାର ବେହୁରିଆ ଧରାପଡ଼ିଛନ୍ତି ।  ଖୋର୍ଦ୍ଧା ହସ୍ପିଟାଲ ଛକରେ ଧରିଲା ଭିଜିଲାନ୍ସ ।  ଘରୋଇ କାରରେ ସେ ନୂଆପଡ଼ାରୁ ଭୁବନେଶ୍ବର ଆସୁଥିଲେ । ଟଙ୍କାର ଉତ୍ସ ସମ୍ପର୍କରେ ସନ୍ତୋଷଜନକ ଉତ୍ତର ଦେଇପାରି ନାହାନ୍ତି।  ଆୟ ବହିର୍ଭୂତ ସମ୍ପତ୍ତି ନେଇ ୫ଟି ସ୍ଥାନରେ ଚଢ଼ାଉ । ଟଙ୍କା ସହ […] The post ଟଙ୍କା ସହ ଧରାପଡ଼ିଲେ MVI ବିଜୟ କୁମାର ବେହୁରିଆ, ଖୋର୍ଦ୍ଧା ହସ୍ପିଟାଲ ଛକରେ ଧରିଲା ଭିଜିଲାନ୍ସ appeared first on KNews Odisha.

ଟଙ୍କା ସହ ଧରାପଡ଼ିଲେ MVI ବିଜୟ କୁମାର ବେହୁରିଆ, ଖୋର୍ଦ୍ଧା ହସ୍ପିଟାଲ ଛକରେ ଧରିଲା ଭିଜିଲାନ୍ସ
vigilance

 ନୂଆପଡ଼ା : ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା MVI । ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ MVI ବିଜୟ ।  ନୂଆପଡ଼ା MVI ବିଜୟ କୁମାର ବେହୁରିଆ ଧରାପଡ଼ିଛନ୍ତି ।  ଖୋର୍ଦ୍ଧା ହସ୍ପିଟାଲ ଛକରେ ଧରିଲା ଭିଜିଲାନ୍ସ ।  ଘରୋଇ କାରରେ ସେ ନୂଆପଡ଼ାରୁ ଭୁବନେଶ୍ବର ଆସୁଥିଲେ । ଟଙ୍କାର ଉତ୍ସ ସମ୍ପର୍କରେ ସନ୍ତୋଷଜନକ ଉତ୍ତର ଦେଇପାରି ନାହାନ୍ତି।  ଆୟ ବହିର୍ଭୂତ ସମ୍ପତ୍ତି ନେଇ ୫ଟି ସ୍ଥାନରେ ଚଢ଼ାଉ । ଟଙ୍କା ସହ କାର୍ କୁ ଜବତ କଲା ଭିଜିଲାନ୍ସ ।

The post ଟଙ୍କା ସହ ଧରାପଡ଼ିଲେ MVI ବିଜୟ କୁମାର ବେହୁରିଆ, ଖୋର୍ଦ୍ଧା ହସ୍ପିଟାଲ ଛକରେ ଧରିଲା ଭିଜିଲାନ୍ସ appeared first on KNews Odisha.