ଟାଇଟଲ ଲଢ଼େଇରେ ଟିମ୍ ଇଣ୍ଡିଆ ଓ ନ୍ୟୁଜିଲାଣ୍ଡ

ସୁପରସଣ୍ଡେରେ ସୁପର ସୋ | ପୁଣି ଏକ ରବିବାର ହାଇଭୋଲଟେଜ୍ ମ୍ୟାଚ | ଏଥର କିନ୍ତୁ ଫାଇନାଲ୍ ଫାଇଟ୍ ପାଇଁ ଲାଗିଛି ବାଜି । ଟାଇଟଲ ହାସଲ ଲାଗି ଜି ଜାନ୍ ଲଗାଇ ଲଢ଼େଇ କରିବେ ଟିମ୍ ଇଣ୍ଡିଆ ଓ ନ୍ୟୁଜିଲାଣ୍ଡ |

ଟାଇଟଲ ଲଢ଼େଇରେ ଟିମ୍ ଇଣ୍ଡିଆ ଓ ନ୍ୟୁଜିଲାଣ୍ଡ
Array