ଟାଙ୍ଗୀ, ଚିଲିକା ଅଞ୍ଚଳରେ ଭୂମିକମ୍ପ, ଘରେ ସୃଷ୍ଟି ହେଲା ଫାଟ

ନିରାକାରପୁର, ୧୯।୧୨(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ଟାଙ୍ଗୀ ଓ ଚିଲିକା ଅଞ୍ଚଳରେ ଭୂମିକମ୍ପ ଝଟକା। ଗୁରୁବାର ଅପରାହ୍ନ ୪.୫୧ରେ ୧ରୁ ଦୁଇ ସେକେଣ୍ଡ ଭୂମିକମ୍ପ ଅନୁଭୂତ ହୋଇଛି। ଫଳରେ କିଛ ଘରେ ଫାଟ ସୃଷ୍ଟି ହେବା ସହିତ ଜିନିଷ ପତ୍ର ଚାରିଆଡେ ବିଛାଡି ହୋଇ ପଡିଯାଇଥିଲା। ଏହା ଦେଖି ଲେକେ ଭୟଭିତ ହୋଇଯାଇଥିଲେ।   The post ଟାଙ୍ଗୀ, ଚିଲିକା ଅଞ୍ଚଳରେ ଭୂମିକମ୍ପ, ଘରେ ସୃଷ୍ଟି ହେଲା ଫାଟ appeared first on Dharitri Odia News.

ଟାଙ୍ଗୀ,  ଚିଲିକା ଅଞ୍ଚଳରେ ଭୂମିକମ୍ପ, ଘରେ ସୃଷ୍ଟି ହେଲା ଫାଟ

ନିରାକାରପୁର, ୧୯।୧୨(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ଟାଙ୍ଗୀ ଓ ଚିଲିକା ଅଞ୍ଚଳରେ ଭୂମିକମ୍ପ ଝଟକା। ଗୁରୁବାର ଅପରାହ୍ନ ୪.୫୧ରେ ୧ରୁ ଦୁଇ ସେକେଣ୍ଡ ଭୂମିକମ୍ପ ଅନୁଭୂତ ହୋଇଛି। ଫଳରେ କିଛ ଘରେ ଫାଟ ସୃଷ୍ଟି ହେବା ସହିତ ଜିନିଷ ପତ୍ର ଚାରିଆଡେ ବିଛାଡି ହୋଇ ପଡିଯାଇଥିଲା। ଏହା ଦେଖି ଲେକେ ଭୟଭିତ ହୋଇଯାଇଥିଲେ।

 

The post ଟାଙ୍ଗୀ, ଚିଲିକା ଅଞ୍ଚଳରେ ଭୂମିକମ୍ପ, ଘରେ ସୃଷ୍ଟି ହେଲା ଫାଟ appeared first on Dharitri Odia News.