ଟିଠିପାଲି ସରକାରୀ ଉପ୍ରା ବିଦ୍ୟାଳୟ ରେ ଜେଆରସି କମିଟି ଗଠିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ ଅନ୍ତର୍ଗତ ଟିଠିପାଲି ସରକାରୀ ଉ.ପ୍ରା ବିଦ୍ୟାଳୟ ରେ ନୂତନ ଜେ.ଆର.ସି କମିଟି ଗଠନ ହୋଇଛି । ଉକ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭାବଗ୍ରାହୀ ମେହେର ଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ଯକ୍ରମରେ ଜେଆରସି ଇନଚାର୍ଜ ଶିକ୍ଷକ ଗିରିଶ କୁମାର ତ୍ରିପାଠୀ ଏବଂ ବରିଷ୍ଠ ଶିକ୍ଷକ ମେଘନାଦ ଭୋଇ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ ।‌ ସମସ୍ତ ଛାତ୍ର […] The post ଟିଠିପାଲି ସରକାରୀ ଉପ୍ରା ବିଦ୍ୟାଳୟ ରେ ଜେଆରସି କମିଟି ଗଠିତ appeared first on Odisha.News.

ଟିଠିପାଲି ସରକାରୀ ଉପ୍ରା ବିଦ୍ୟାଳୟ ରେ ଜେଆରସି  କମିଟି ଗଠିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ ଅନ୍ତର୍ଗତ ଟିଠିପାଲି ସରକାରୀ ଉ.ପ୍ରା ବିଦ୍ୟାଳୟ ରେ ନୂତନ ଜେ.ଆର.ସି କମିଟି ଗଠନ ହୋଇଛି । ଉକ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭାବଗ୍ରାହୀ ମେହେର ଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ଯକ୍ରମରେ ଜେଆରସି ଇନଚାର୍ଜ ଶିକ୍ଷକ ଗିରିଶ କୁମାର ତ୍ରିପାଠୀ ଏବଂ ବରିଷ୍ଠ ଶିକ୍ଷକ ମେଘନାଦ ଭୋଇ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ ।‌ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ଜେଆରସି ଗଠନ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସହକାରୀ ଶିକ୍ଷକ ମୋହନ ଜଗଦଳା ଏବଂ ମାନସ ରଞ୍ଜନ ସାହୁ ଉପସ୍ଥିତ ରହି ଛାତ୍ର ଛାତ୍ରୀ ଙ୍କୁ ବିଭିନ୍ନ ଦାୟିତ୍ୱ ବଣ୍ଟନ କରିଥିଲେ । ଜେଆରସି ଏକଜୁକିଟିଭ କମିଟି ତଥା ୟୁନିଟ ଅର୍ନ୍ତଗତ ୫ଟି ଦଳ ଗଠନ ପୂର୍ବକ ବିଦ୍ୟାଳୟ ର ମୋଟ ୪୨ଜଣ ଜେଆରସି ରେ ସାମିଲ କରାଯାଇ ଶପଥ ପାଠ କରାଇଥିଲେ । ଶେଷରେ ବିଦ୍ୟାଳୟ ର ଶିକ୍ଷକ ମୋହନ ଜଗଦଲା ଧନ୍ୟବାଦ ଅର୍ପଣ କରିଥିଲେ ।

The post ଟିଠିପାଲି ସରକାରୀ ଉପ୍ରା ବିଦ୍ୟାଳୟ ରେ ଜେଆରସି କମିଟି ଗଠିତ appeared first on Odisha.News.