ଟି୨୦ ଲିଗ୍ ଇତିହାସରେ ନୂଆ ରେକର୍ଡ କଲା ସନରାଇଜର୍ସ ହାଇଦ୍ରାବାଦ
ନୂଆଦିଲ୍ଲୀ,୨୦ା୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ ଟି୨୦ ଲିଗ୍ ଇତିହାସରେ ପାୱାର୍ ପ୍ଲେ ମଧ୍ୟରେ ସର୍ବାଧିକ ସ୍କୋର କରିବାର ରେକର୍ଡ କରିଛି। ହାଇଦ୍ରାବାଦ ପାଇଁ ଓପନ କରିଥିବା ଟ୍ରାଭିସ୍ ହେଡ୍ ଏବଂ ଅଭିଷେକ ଶର୍ମା ମାତ୍ର ୬ ଓଭରରେ ୧୨୫ ରନ୍ ସ୍କୋର କରିଛନ୍ତି। ଉଭୟ ଓପନର୍ ହେଡ୍ (୮୯) ଏବଂ ଅଭିଷେକ ଶର୍ମା (୪୬) ନିଜ ଦଳ ପାଇଁ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୬ ଓଭରରେ ଉଭୟ ଓପନର ମୋଟ ୧୧ ଛକା […] The post ଟି୨୦ ଲିଗ୍ ଇତିହାସରେ ନୂଆ ରେକର୍ଡ କଲା ସନରାଇଜର୍ସ ହାଇଦ୍ରାବାଦ appeared first on Dharitri Odia News.
ନୂଆଦିଲ୍ଲୀ,୨୦ା୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ ଟି୨୦ ଲିଗ୍ ଇତିହାସରେ ପାୱାର୍ ପ୍ଲେ ମଧ୍ୟରେ ସର୍ବାଧିକ ସ୍କୋର କରିବାର ରେକର୍ଡ କରିଛି। ହାଇଦ୍ରାବାଦ ପାଇଁ ଓପନ କରିଥିବା ଟ୍ରାଭିସ୍ ହେଡ୍ ଏବଂ ଅଭିଷେକ ଶର୍ମା ମାତ୍ର ୬ ଓଭରରେ ୧୨୫ ରନ୍ ସ୍କୋର କରିଛନ୍ତି।
ଉଭୟ ଓପନର୍ ହେଡ୍ (୮୯) ଏବଂ ଅଭିଷେକ ଶର୍ମା (୪୬) ନିଜ ଦଳ ପାଇଁ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୬ ଓଭରରେ ଉଭୟ ଓପନର ମୋଟ ୧୧ ଛକା ଓ ୧୩ ଟି ବାଉଣ୍ଡ୍ରି ମାରିଥିଲେ।
125 runs. 6 overs
![]()
Highest powerplay total of all time!
![]()
Travis Head
Abhishek Sharma
Follow the Match
https://t.co/LZmP9Tevto#TATAIPL | #DCvSRH
— IndianPremierLeague (@IPL) April 20, 2024
ପୂର୍ବ ମ୍ୟାଚ୍ ତଥ୍ୟକୁ ଦେଖିଲେ ଅଷ୍ଟ୍ରେଲୀୟ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ହେଡ୍ ସିଜିନର ଦ୍ରୁତତମ ଅର୍ଦ୍ଧଶତକକୁ ମାତ୍ର ୧୬ ବଲରେ ପୁରାଣ କରିଥିଲେ। ଅଭିଷେକ ଶର୍ମା ମଧ୍ୟ ଚଳିତ ସିଜିନରେ ୧୬ ବଲ୍ରୁ ଅର୍ଦ୍ଧଶତକ ପୁରଣ କରିଛନ୍ତି।
ଏହା କେବଳ ଆଇପିଏଲ୍ ୨୦୨୪ ର ସର୍ବୋଚ୍ଚ ପାୱାର୍ ପ୍ଲେ ସ୍କୋର ନୁହେଁ, ବରଂ ସମଗ୍ର ଆଇପିଏଲ୍ ଟୁର୍ନାମେଣ୍ଟର ତଥା ଟି -୨୦ କ୍ରିକେଟ୍ ରେ ଏହା ସର୍ବାଧିକ ପାୱାର୍ ପ୍ଲେ ସ୍କୋର ଅଟେ।
???????????????? have we just witnessed
#PlayWithFire #DCvSRH pic.twitter.com/PfxeeTyYO3
— SunRisers Hyderabad (@SunRisers) April 20, 2024
The post ଟି୨୦ ଲିଗ୍ ଇତିହାସରେ ନୂଆ ରେକର୍ଡ କଲା ସନରାଇଜର୍ସ ହାଇଦ୍ରାବାଦ appeared first on Dharitri Odia News.
Abhishek Sharma
