ଟୁଇନ୍ ସିଟିରେ ଘନ କୁହୁଡ଼ି, ମୁହଁକୁ ମୁହଁ ଦିଶୁନି
ଭୁବନେଶ୍ୱର,୨।୧୧: ଆଜି ଭୋରରୁ ଟୁଇନ୍ ସିଟିରେ ଘନ କୁହୁଡ଼ି ଦୃଶ୍ୟମାନ ହେଉଛି। ଫଳରେ ଗାଡ଼ି ଚଳାଚଳରେ ବାଧା ଉପୁଜିଛି। ଏତେ କୁହୁଡ଼ି ଯେ, ମୁହଁକୁ ମୁହଁ ଦିଶୁନାହିଁ। ୧୦୦ ମିଟର ଦୂରତାରୁ ମଧ୍ୟ ମୁହଁ ଦିଶୁନି। ଦୀପାବଳିରେ ପ୍ରବଳ ବାଣ ଫୁଟାଇବାରୁ ପ୍ରଦୂଷଣ ବଢିଛି। ଏଥିପାଇଁ କୁହୁଡ଼ି ହୋଇଥିବା ଆକଳନ କରାଯାଉଛି। ରାଜଧାନୀ ଭୁବନେଶ୍ୱର ସହ କଟକରେ ବି ଘନ କୁହୁଡ଼ି ରହିଛି। ସେହିପରି ପୁରୀରେ ମଧ୍ୟ କୁହୁଡ଼ି ଦେଖିବାକୁ ମିଳିଛି। ଘନ କୁହୁଡ଼ିରେ ଆଚ୍ଛାଦିତ ଶ୍ରୀମନ୍ଦିର। […] The post ଟୁଇନ୍ ସିଟିରେ ଘନ କୁହୁଡ଼ି, ମୁହଁକୁ ମୁହଁ ଦିଶୁନି appeared first on Dharitri Odia News.
ଭୁବନେଶ୍ୱର,୨।୧୧: ଆଜି ଭୋରରୁ ଟୁଇନ୍ ସିଟିରେ ଘନ କୁହୁଡ଼ି ଦୃଶ୍ୟମାନ ହେଉଛି। ଫଳରେ ଗାଡ଼ି ଚଳାଚଳରେ ବାଧା ଉପୁଜିଛି। ଏତେ କୁହୁଡ଼ି ଯେ, ମୁହଁକୁ ମୁହଁ ଦିଶୁନାହିଁ। ୧୦୦ ମିଟର ଦୂରତାରୁ ମଧ୍ୟ ମୁହଁ ଦିଶୁନି। ଦୀପାବଳିରେ ପ୍ରବଳ ବାଣ ଫୁଟାଇବାରୁ ପ୍ରଦୂଷଣ ବଢିଛି। ଏଥିପାଇଁ କୁହୁଡ଼ି ହୋଇଥିବା ଆକଳନ କରାଯାଉଛି।
ରାଜଧାନୀ ଭୁବନେଶ୍ୱର ସହ କଟକରେ ବି ଘନ କୁହୁଡ଼ି ରହିଛି। ସେହିପରି ପୁରୀରେ ମଧ୍ୟ କୁହୁଡ଼ି ଦେଖିବାକୁ ମିଳିଛି। ଘନ କୁହୁଡ଼ିରେ ଆଚ୍ଛାଦିତ ଶ୍ରୀମନ୍ଦିର। ମୁଖ୍ୟ ମନ୍ଦିର, ଶ୍ରୀମନ୍ଦିରର ଚୂଡ଼ା ଦେଶ ଦୃଶ୍ୟମାନ ହେଉନାହିଁ।
The post ଟୁଇନ୍ ସିଟିରେ ଘନ କୁହୁଡ଼ି, ମୁହଁକୁ ମୁହଁ ଦିଶୁନି appeared first on Dharitri Odia News.