ଟେକନିସିଆନରୁ ଖଣି ମାଫିଆ

ବ୍ରୋକର ହିସାବରେ ବସ୍‌ ଟିକେଟ ବିକି ୧୦ ଟଙ୍କା କମିଶନ ପାଉଥିଲେ। ବିଜେଡି ନେତା ବଦ୍ରି ପାତ୍ରଙ୍କ ସଂସ୍ପର୍ଶରେ ଆସି ବଦଳି ଯାଇଥିଲା ରାଜାଙ୍କ ଭାଗ୍ୟ।

ଟେକନିସିଆନରୁ ଖଣି ମାଫିଆ
Array