BJP President Targets Congress: ‘କଂଗ୍ରେସ ନେତା ଆତ୍ମସମୀକ୍ଷା କରନ୍ତୁ, ବିରୋଧୀ ଦଳର ଭୂମିକା ବୁଝିନାହାନ୍ତି’

ଆଜି ପ୍ରେସମିଟ୍ କରି ବିରୋଧୀଙ୍କ ଉପରେ ବର୍ଷିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । କିଛିଦିନ ହେଲା ବିଧାନସଭାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଅପ୍ରସଙ୍ଗକୁ ପ୍ରସଙ୍ଗ କରିବାର ଅପଚେଷ୍ଟା କରାଯାଇଛି। ଏମିତି କହି ବିରୋଧୀଙ୍କ ଉପରେ ବର୍ଷିଛନ୍ତି ରାଜ୍ୟ ବିଜେପି ସଭାପତି । 

BJP President Targets Congress: ‘କଂଗ୍ରେସ ନେତା ଆତ୍ମସମୀକ୍ଷା କରନ୍ତୁ, ବିରୋଧୀ ଦଳର ଭୂମିକା ବୁଝିନାହାନ୍ତି’
Array