ଟେଷ୍ଟ କ୍ରିକେଟ୍ ଇତିହାସରେ ପ୍ରଥମଥର ଘଟିଲା ଏମିତି….
ନୂଆଦିଲ୍ଲୀ,୧୮।୭: ଇଂଲଣ୍ଡ ଏବଂ ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟ ଟ୍ରେଣ୍ଟ ବ୍ରିଜରେ ଆରମ୍ଭ ହୋଇଛି। ୱେଷ୍ଟଇଣ୍ଡିଜ ଅଧିନାୟକ କ୍ରେଗ ବ୍ରାଥୱାଇଟ ଟସ ଜିତି ପ୍ରଥମେ ଫିଲ୍ଡ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ କ୍ରିକେଟରେ ଇତିହାସ ସୃଷ୍ଟି କରି ଇଂଲଣ୍ଡ ଏକ ଟେଷ୍ଟ ଦଳ ଭାବରେ ଦ୍ରୁତତମ ୫୦ ରନ ସ୍କୋର କରିବାର ରେକର୍ଡ ସୃଷ୍ଟି କରିଛି। ମାତ୍ର ୪.୨ ଓଭରେ ଇଂଲଣ୍ଡ ଏହି କୀର୍ତ୍ତିମାନ ହାସଲ କରିଥିଲା। ଏହାପୂର୍ବରୁ […] The post ଟେଷ୍ଟ କ୍ରିକେଟ୍ ଇତିହାସରେ ପ୍ରଥମଥର ଘଟିଲା ଏମିତି…. appeared first on Dharitri Odia News.
ନୂଆଦିଲ୍ଲୀ,୧୮।୭: ଇଂଲଣ୍ଡ ଏବଂ ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟ ଟ୍ରେଣ୍ଟ ବ୍ରିଜରେ ଆରମ୍ଭ ହୋଇଛି। ୱେଷ୍ଟଇଣ୍ଡିଜ ଅଧିନାୟକ କ୍ରେଗ ବ୍ରାଥୱାଇଟ ଟସ ଜିତି ପ୍ରଥମେ ଫିଲ୍ଡ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ କ୍ରିକେଟରେ ଇତିହାସ ସୃଷ୍ଟି କରି ଇଂଲଣ୍ଡ ଏକ ଟେଷ୍ଟ ଦଳ ଭାବରେ ଦ୍ରୁତତମ ୫୦ ରନ ସ୍କୋର କରିବାର ରେକର୍ଡ ସୃଷ୍ଟି କରିଛି। ମାତ୍ର ୪.୨ ଓଭରେ ଇଂଲଣ୍ଡ ଏହି କୀର୍ତ୍ତିମାନ ହାସଲ କରିଥିଲା। ଏହାପୂର୍ବରୁ ଇଂଲଣ୍ଡ ଦୁଇଥର ଏହି ପ୍ରଦର୍ଶନ କରିଥିଲା। ୧୯୯୪ରେ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ୪.୩ ଓଭରରେ ଏହି ସଫଳତା ହାସଲ କରାଯାଇଥିଲା ଏବଂ ୨୦୦୨ ମସିହାରେ ଇଂଲଣ୍ଡ ଶ୍ରୀଲଙ୍କା ବିପକ୍ଷରେ ୪.୬ ଓଭରରେ ଏହି ସଫଳତା ହାସଲ କରିଥିଲା।
The post ଟେଷ୍ଟ କ୍ରିକେଟ୍ ଇତିହାସରେ ପ୍ରଥମଥର ଘଟିଲା ଏମିତି…. appeared first on Dharitri Odia News.