ଟ୍ବିନ୍‌ସିଟିରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଆଶଙ୍କା, କଟକ ଓ ଭୁବନେଶ୍ବର ପାଇଁ ରେଡ୍ ଆଲର୍ଟ

ଭୁବନେଶ୍ବର ୨୭।୪: ଗ୍ରୀଷ୍ମ ପ୍ରବାହ ପାଇଁ ଟ୍ବିନ୍‌ସିଟିକୁ ରେଡ୍ ଆଲର୍ଟ ଜାରି କରାଯାଇଛି । କଟକ ଓ ଭୁବନେଶ୍ବର ପାଇଁ ରେଡ୍‌ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଶନିବାର ଉଭୟ ଭୁବନେଶ୍ବର ଏବଂ କଟକ ସହର ପାଇଁ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମ୍ଭାବନା ଥିବାରୁ ରେଡ୍‌ ଆଲର୍ଟ ଜାରି କରାଯାଇଛି ।#ଗ୍ରୀଷ୍ମପ୍ରବାହ ପାଇଁ #ଟ୍ୱିନସିଟି କୁ #ରେଡ ଆଲର୍ଟ !!ଆଜି ଉଭୟ #ଭୁବନେଶ୍ୱର ଏବଂ #କଟକ ସହର ପାଇଁ ଭୀଷଣଗ୍ରୀଷ୍ମ ପ୍ରବାହ ସମ୍ଭାବନା ଥିବାରୁ #ରେଡଆଲର୍ଟ ଜାରିକରଯାଇଛି pic.twitter.com/dng97pZyik— Meteorological Centre, Bhubaneswar (@mcbbsr) April 27, 2024ସେପଟେ ଦିନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪, ଭୁବନେଶ୍ୱରରେ ୪୧.୨, କେନ୍ଦୁଝରରେ ୪୦.୬, ବାଲେଶ୍ୱରରେ ୪୦.୧, ସମ୍ବଲପୁରରେ ୪୦, ଚାନ୍ଦବାଲିରେ ୩୯.୬, ହୀରାକୁଦରେ ୩୯, ରାଉରକେଲାରେ ୩୮.୬, ଗୋପାଳପୁରରେ ୩୪.୪, ପୁରୀରେ ୩୪.୪, ପାରାଦୀପରେ ୩୩.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା ।ସକାଳ ୮ ଟା ୩୦ ସୁଦ୍ଧା ତାଳଚେରରେ  ୩୬.୮, କେନ୍ଦୁଝରରେ ୩୪.୮, ରାଉରକେଲାରେ ୩୪.୮, ବଲାଙ୍ଗୀରରେ ୩୪.୮ ଡିଗ୍ରୀ, ଭବାନୀପାଟଣାରେ ୩୪, ବାଲେଶ୍ୱରରେ ୩୪, ବୌଦ୍ଧରେ ୩୪, ଅନୁଗୋଳରେ ୩୩.୬, ଭୁବନେଶ୍ୱରରେ ୩୩.୪, ଜଗତସିଂହପୁରରେ ୩୩.୪, ଭଦ୍ରକରେ ୩୩, ଟିଟିଲାଗଡରେ ୩୩, କଟକରେ ୩୩

ଟ୍ବିନ୍‌ସିଟିରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଆଶଙ୍କା, କଟକ ଓ ଭୁବନେଶ୍ବର ପାଇଁ ରେଡ୍ ଆଲର୍ଟ

ଭୁବନେଶ୍ବର ୨୭।୪: ଗ୍ରୀଷ୍ମ ପ୍ରବାହ ପାଇଁ ଟ୍ବିନ୍‌ସିଟିକୁ ରେଡ୍ ଆଲର୍ଟ ଜାରି କରାଯାଇଛି । କଟକ ଓ ଭୁବନେଶ୍ବର ପାଇଁ ରେଡ୍‌ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଶନିବାର ଉଭୟ ଭୁବନେଶ୍ବର ଏବଂ କଟକ ସହର ପାଇଁ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମ୍ଭାବନା ଥିବାରୁ ରେଡ୍‌ ଆଲର୍ଟ ଜାରି କରାଯାଇଛି ।


ସେପଟେ ଦିନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪, ଭୁବନେଶ୍ୱରରେ ୪୧.୨, କେନ୍ଦୁଝରରେ ୪୦.୬, ବାଲେଶ୍ୱରରେ ୪୦.୧, ସମ୍ବଲପୁରରେ ୪୦, ଚାନ୍ଦବାଲିରେ ୩୯.୬, ହୀରାକୁଦରେ ୩୯, ରାଉରକେଲାରେ ୩୮.୬, ଗୋପାଳପୁରରେ ୩୪.୪, ପୁରୀରେ ୩୪.୪, ପାରାଦୀପରେ ୩୩.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା ।

ସକାଳ ୮ ଟା ୩୦ ସୁଦ୍ଧା ତାଳଚେରରେ  ୩୬.୮, କେନ୍ଦୁଝରରେ ୩୪.୮, ରାଉରକେଲାରେ ୩୪.୮, ବଲାଙ୍ଗୀରରେ ୩୪.୮ ଡିଗ୍ରୀ, ଭବାନୀପାଟଣାରେ ୩୪, ବାଲେଶ୍ୱରରେ ୩୪, ବୌଦ୍ଧରେ ୩୪, ଅନୁଗୋଳରେ ୩୩.୬, ଭୁବନେଶ୍ୱରରେ ୩୩.୪, ଜଗତସିଂହପୁରରେ ୩୩.୪, ଭଦ୍ରକରେ ୩୩, ଟିଟିଲାଗଡରେ ୩୩, କଟକରେ ୩୩ ଓ ଯାଜପୁରରେ ୩୩ ଡିଗ୍ରୀ ରେକର୍ଡ ହୋଇଥିଲା ।

You Can Read :

AICC ନିଷ୍ପତ୍ତି ଆମକୁ ଲଜ୍ଜିତ କରୁଛି, ଟିକେଟ୍ ଦେଇ ପୁଣି କାଟୁଛି ଦଳ : ମୋହନ ହେମ୍ବ୍ରମ