ଟ୍ରକ ଧକ୍କାରେ ଆହତ ମନୋଜ ନାଗଙ୍କ ସ୍ୱାସ୍ଥ୍ୟବସ୍ଥା ରେ ଉନ୍ନତି

ଚିପିଲିମା, ସମ୍ବଲପୁର ବରଗଡ ୫୩ନମ୍ବର ଜାତୀୟ ରାଜପଥ ସ୍ଥିତ ଗୋଶାଳା ରିଳାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକ ଧକ୍କାରେ ଅନ୍ଧାରି ପତ୍ରା ର ମନୋଜ ନାଗ ଗୁରୁତର ହୋଇ ବୁର୍ଲା ଭୀମସାର ରେ ଚିକିତ୍ସାଧୀନ ଥିଲେ l ଅନିଛା କୃତ ତ୍ରୁଟି ରେ ଚିକିତ୍ସାଧୀନ ମୃତ୍ୟୁ ହୋଇଥିବା ଖବର ପ୍ରସାରଣ ହୋଇଥିଲା l ସେଥିପାଇଁ ମୁଁ ଅତ୍ୟନ୍ତ ଦୁଃଖିତ l ଆହତ ମନୋଜ ନାଗ ବର୍ତମାନ ଭୁବନେଶ୍ୱର ସ୍ଥିତ ଏକ ହସ୍ପିଟାଲ ରେ ଚିକିତ୍ସିତ ହେଉଥିବା […] The post ଟ୍ରକ ଧକ୍କାରେ ଆହତ ମନୋଜ ନାଗଙ୍କ ସ୍ୱାସ୍ଥ୍ୟବସ୍ଥା ରେ ଉନ୍ନତି appeared first on Odisha.News.

ଟ୍ରକ ଧକ୍କାରେ ଆହତ ମନୋଜ ନାଗଙ୍କ ସ୍ୱାସ୍ଥ୍ୟବସ୍ଥା ରେ ଉନ୍ନତି

ଚିପିଲିମା, ସମ୍ବଲପୁର ବରଗଡ ୫୩ନମ୍ବର ଜାତୀୟ ରାଜପଥ ସ୍ଥିତ ଗୋଶାଳା ରିଳାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକ ଧକ୍କାରେ ଅନ୍ଧାରି ପତ୍ରା ର ମନୋଜ ନାଗ ଗୁରୁତର ହୋଇ ବୁର୍ଲା ଭୀମସାର ରେ ଚିକିତ୍ସାଧୀନ ଥିଲେ l ଅନିଛା କୃତ ତ୍ରୁଟି ରେ ଚିକିତ୍ସାଧୀନ ମୃତ୍ୟୁ ହୋଇଥିବା ଖବର ପ୍ରସାରଣ ହୋଇଥିଲା l ସେଥିପାଇଁ ମୁଁ ଅତ୍ୟନ୍ତ ଦୁଃଖିତ l ଆହତ ମନୋଜ ନାଗ ବର୍ତମାନ ଭୁବନେଶ୍ୱର ସ୍ଥିତ ଏକ ହସ୍ପିଟାଲ ରେ ଚିକିତ୍ସିତ ହେଉଥିବା ସୂଚନା ପୂର୍ବତନ ସରପଞ୍ଚ ଶ୍ରୀହରି ନାଗ ଦେଇଛନ୍ତି l ଆହତ ମନୋଜ ନାଗଙ୍କର ମୁଁ ଆଶୁ ଆରୋଗ୍ୟ କାମନା ସହ ତାଙ୍କର ଦୀର୍ଘାୟୁ କାମନା କରୁଛି l

The post ଟ୍ରକ ଧକ୍କାରେ ଆହତ ମନୋଜ ନାଗଙ୍କ ସ୍ୱାସ୍ଥ୍ୟବସ୍ଥା ରେ ଉନ୍ନତି appeared first on Odisha.News.