ଟ୍ରକକୁ ଧକ୍କା ଦେଲା ପିକଅପ୍, ୩ ଗୁରୁତର
ବାଲେଶ୍ୱର: ବାଲେଶ୍ୱର ରୁପସା ଥାନା ହଳଦୀପଡ଼ା ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଏକ ପିକଅପ୍ ଟ୍ରକକୁ ପଛ ପଟୁ ଧକ୍କା ଦେବା ଫଳରେ ୩ ଜଣ ଗୁରୁତର ଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ୩ ଗୁରୁତରଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରକ୍ ଫେରାର ଥିବା ଜଣାପଡ଼ିଛି । ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା ।