ଟ୍ରକକୁ ଧକ୍କାମାରି ବଲେରୋ ଗାଡି ଦୁର୍ଘଟଣା ଗ୍ରସ୍ତ ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ସହ ଦୁଇ ଯୁବକ

ଝାରସୁଗୁଡା ୩୦/୬ (ଓଡ଼ିଶା ନ୍ୟୁଜ) ଜାତୀୟ ରାଜପଥ ୪୯ ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ସମରବଗା ପଞ୍ଚାୟତ ଦେବଦରହ ଛକରେ ଛତିଶଗଡ଼ ରାୟଗଡ଼ ପଟୁ ଝାରସୁଗୁଡା ଅଭିମୁଖେ ଯାଉଥିବା ଏକ ବାଲେରୋ ଗାଡ଼ି ବିପରୀତ ଦିଗରୁ ଆସୁଥିବା ଓଡି-୨୩-ଆର-୧୫୯୯ ନମ୍ବର ବିଶିଷ୍ଟ କୋଇଲା ଵୋଝେଇ ଟ୍ରକକୁ ଧକ୍କାମାରି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଫଳରେ ଉକ୍ତ ବଲେରୋ ଗାଡ଼ିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାବେ ଚୁରମାର ହୋଇ ଯାଇଥିବା ବେଳେ ଡ୍ରାଇଭର ଓ ଅନ୍ୟ ଦୁଇଜଣ […] The post ଟ୍ରକକୁ ଧକ୍କାମାରି ବଲେରୋ ଗାଡି ଦୁର୍ଘଟଣା ଗ୍ରସ୍ତ ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ସହ ଦୁଇ ଯୁବକ appeared first on Odisha.News.

ଟ୍ରକକୁ ଧକ୍କାମାରି ବଲେରୋ ଗାଡି ଦୁର୍ଘଟଣା ଗ୍ରସ୍ତ           ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ସହ ଦୁଇ ଯୁବକ

ଝାରସୁଗୁଡା ୩୦/୬ (ଓଡ଼ିଶା ନ୍ୟୁଜ) ଜାତୀୟ ରାଜପଥ ୪୯ ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ସମରବଗା ପଞ୍ଚାୟତ ଦେବଦରହ ଛକରେ ଛତିଶଗଡ଼ ରାୟଗଡ଼ ପଟୁ ଝାରସୁଗୁଡା ଅଭିମୁଖେ ଯାଉଥିବା ଏକ ବାଲେରୋ ଗାଡ଼ି ବିପରୀତ ଦିଗରୁ ଆସୁଥିବା ଓଡି-୨୩-ଆର-୧୫୯୯ ନମ୍ବର ବିଶିଷ୍ଟ କୋଇଲା ଵୋଝେଇ ଟ୍ରକକୁ ଧକ୍କାମାରି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଫଳରେ ଉକ୍ତ ବଲେରୋ ଗାଡ଼ିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାବେ ଚୁରମାର ହୋଇ ଯାଇଥିବା ବେଳେ ଡ୍ରାଇଭର ଓ ଅନ୍ୟ ଦୁଇଜଣ ଯୁବକ ଅଳ୍ପକେ ରକ୍ଷା ପାଇ ଯାଇଥିବା ସ୍ଥାନୀୟ ଲୋକଙ୍କ ଠାରୁ ପ୍ରକାଶ । ଏ ସମ୍ପର୍କରେ ରେଙ୍ଗାଲି ଥାନା ରେ କୌଣସି ଅଭିଯୋଗ ହୋଇ ନ ଥିବା ପୁଲିସ ପକ୍ଷରୁ କୁହାଯାଇଛି ।

The post ଟ୍ରକକୁ ଧକ୍କାମାରି ବଲେରୋ ଗାଡି ଦୁର୍ଘଟଣା ଗ୍ରସ୍ତ ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ସହ ଦୁଇ ଯୁବକ appeared first on Odisha.News.