ଟ୍ରକକୁ ପିଟିଲା କାର, ଚାଳକ ଆହତ

ପାଟଣା : ସୋମବାର ମଧ୍ୟାହ୍ନରେ ୪୯ ନଂ ଜାତୀୟ ରାଜପଥ ଅନ୍ତର୍ଗତ ବାଉଁଶୁଳି ନିକଟରେ ଏକ ଟ୍ରକ ପଛରେ ପିଟି ହୋଇ ଏକ କାର ଦୁର୍ଘଟଣାଗ୍ରସ୍ଥ ହୋଇଛି। ଦୁର୍ଘଟଣାରେ କାର ଚାଳକ ଆହତ ହୋଇଛନ୍ତି। କାରର ସମ୍ମୁଖ ଭାଗ କ୍ଷତିଗ୍ରସ୍ଥ ହୋଇଥିଲେ ମଧ୍ୟ ଟ୍ରକ ଚାଳକଙ୍କ ସହ ଆଲୋଚନା ପରେ ଦୁର୍ଘଟଣା ମାମଲାର ସମାଧାନ କରି କାର ମାଲିକ କାରଟିକୁ ଦୁର୍ଘଟଣାସ୍ଥଳରୁ ନେଇଯାଇଥିବା ଜଣାପଡିଛି ।