ଟ୍ରଲରକୁ ଧକ୍କା ଦେଇ ବୁଡ଼ିଲା ବୋଟ, ୮ ଯାତ୍ରୀ ଉଦ୍ଧାର
ଭଦ୍ରକ : ଟ୍ରଲରକୁ ଧକ୍କା ଦେଇ ବୁଡ଼ିଲା ବୋଟ । ୮ ଯାତ୍ରୀ ଉଦ୍ଧାର । ଭଦ୍ରକ ଚାନ୍ଦବାଲିରୁ ୮ ଜଣ ଯାତ୍ରୀଙ୍କୁ ଧରି ଧାମରା ଆସିଥିଲା ଯାତ୍ରୀବାହୀ ବୋଟ । ବୋଟ ଚାଳକଙ୍କ ଅସାବଧାନତା ଯୋଗୁ ଏକ ମାଛଧରା ଟ୍ରଲରକୁ ଧକ୍କା ଦେଇଥିଲା । ଫଳରେ ବୋଟଟି ବୁଡ଼ି ଯାଇଥିଲା । ଟ୍ରଲରରେ ଥିବା ମତ୍ସ୍ୟଜୀବୀ ବୋଟରେ ଥିବା ସମସ୍ତ ଯାତ୍ରୀଙ୍କୁ ସରକ୍ଷିତ ଭାବେ ଉଦ୍ଧାର କରି ଧାମରା ମେଡିକାଲରେ ଭର୍ତ୍ତି କରିଥିଲେ । ପ୍ରାଥମିକ […] The post ଟ୍ରଲରକୁ ଧକ୍କା ଦେଇ ବୁଡ଼ିଲା ବୋଟ, ୮ ଯାତ୍ରୀ ଉଦ୍ଧାର appeared first on KNews Odisha.

ଭଦ୍ରକ : ଟ୍ରଲରକୁ ଧକ୍କା ଦେଇ ବୁଡ଼ିଲା ବୋଟ । ୮ ଯାତ୍ରୀ ଉଦ୍ଧାର । ଭଦ୍ରକ ଚାନ୍ଦବାଲିରୁ ୮ ଜଣ ଯାତ୍ରୀଙ୍କୁ ଧରି ଧାମରା ଆସିଥିଲା ଯାତ୍ରୀବାହୀ ବୋଟ । ବୋଟ ଚାଳକଙ୍କ ଅସାବଧାନତା ଯୋଗୁ ଏକ ମାଛଧରା ଟ୍ରଲରକୁ ଧକ୍କା ଦେଇଥିଲା । ଫଳରେ ବୋଟଟି ବୁଡ଼ି ଯାଇଥିଲା ।
ଟ୍ରଲରରେ ଥିବା ମତ୍ସ୍ୟଜୀବୀ ବୋଟରେ ଥିବା ସମସ୍ତ ଯାତ୍ରୀଙ୍କୁ ସରକ୍ଷିତ ଭାବେ ଉଦ୍ଧାର କରି ଧାମରା ମେଡିକାଲରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଛି । ଧାମରାରେ ମକର ମେଳା ଚାଲୁଥିବା ବେଳେ ନଦୀ ପଥରେ କୌଣସି ସୁରକ୍ଷା ବ୍ୟବସ୍ଥା କରାଯାଇନଥିବାରୁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି ।
ଖବରରୁ ପ୍ରକାଶ ଏକ ଯାତ୍ରୀବାହୀ ବୋଟ ୮ ଜଣ ଯାତ୍ରୀ ଙ୍କୁ ଧରି ଚାନ୍ଦବାଲି ରୁ ଧାମରା ଆସିଥିଲା। ସମ୍ପୃକ୍ତ ଯାତ୍ରୀବାହୀ ବୋଟ ଚାଳକର ଅସାବଧାନତା ଯୋଗୁ ସମ୍ପୃକ୍ତ ଚାଳକ ନିଜର ବୋଟକୁ ନେଇ ଏକ ମାଛ ଧରା ଟ୍ରଲର ରେ ଧକ୍କା ଦେଇ ସେହି ସ୍ଥାନ ରେ ବୁଡ଼ିଯାଇଥିଲା। ଧାମରାରେ ମକର ମେଳା ଚାଲୁଥିବା ବେଳେ ଧାମରା ମେରାଇନ ଥାନାଧିକାରୀ ନଦୀ ପଥରେ କୌଣସି ସୁରକ୍ଷା ବ୍ୟବସ୍ଥା କରାଯାଇନଥିବାରୁ ଏହି ଅଘଟଣ ଘଟିଛି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି ।
The post ଟ୍ରଲରକୁ ଧକ୍କା ଦେଇ ବୁଡ଼ିଲା ବୋଟ, ୮ ଯାତ୍ରୀ ଉଦ୍ଧାର appeared first on KNews Odisha.