ଟ୍ରାକ୍ ପାର ହେଉଥିବା ବେଳେ ମାଡ଼ିଗଲା ଟ୍ରେନ୍, ୩ ମୃତ
ରାଉଲକେଲା: ରାଉଲକେଲା କଲୁଙ୍ଗା ଷ୍ଟେସନ ଠାରେ ଅଘଟଣ। ଟ୍ରାକ୍ ପାର ହେଉଥିବା ବେଳେ ମାଡ଼ିଗଲା ଟ୍ରେନ୍। ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବ ବୋଲି କୁହାଯାଉଛି।