ଡଉଲ ଡାଉଲ ଗୌତମ ଆଜି ହସ୍ପିଟାଲରେ..
ହସଖୁସିର ପରିବାରରେ ଯେମିତି କାହାର ନଜର ଲାଗିଗଲା.. କାଲିର ଏଇ ଡଉଲ ଡାଉଲ ଚେହେରା ଆଜି ହସ୍ପିଟାଲରେ ନିସ୍ତେଜ ପଡ଼ି ପ୍ରତି କ୍ଷଣ ଜୀବନ ସହ ସଂଗ୍ରାମ କରୁଛି.. ହସ୍ପିଟାଲ ଆଗରୁ ପଣତ ପତାଇ ସହାୟତାର ଭିକ୍ଷା ମାଗୁଛି ମାଆ..