ଡଙ୍ଗାରେ ଫେରୁଥିବା ବେଳେ ବଜ୍ରପାତ ୧ ମୃତ , ୨ ଗୁରୁତର

ମହାକାଳପଡା : ମଝି ନଈରେ ଡଙ୍ଗାରେ ଫେରୁଥିବା ବେଳେ  ପଡିଲା ଘଡ଼ଘଡ଼ି ଘଟଣା ସ୍ଥଳରେ ୧ ଜଣେ ମୃତ ଦୁଇ ଜଣ ଗୁରୁତର ।  କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ତେନ୍ତୁଳୀକନ୍ଦା ପଂଚାୟତ ନିକଟ ଲୁଣା ନଦୀର  ଚଉମୁହାଣୀ  ଘାଟରେ ଡଙ୍ଗା ଯୋଗେ ନଦୀ ପାରହେଉଥିବା ବେଳେ ଅଘଟଣ ।  ଘଟଣା ସ୍ଥଳରେ  ଜଣେ ମୃତ୍ୟୁ ବରଣ କରିଥିବା ବେଳେ  ଅନ୍ୟ ଦୁଇ ଜଣ  ଗୁରୁତର ହୋଇ  କଟକ ସ୍ଥାନାନ୍ତର ହୋଇଛନ୍ତି  । ମୃତକ ହେଲେ ଷାଠିଏବାଟି   […] The post ଡଙ୍ଗାରେ ଫେରୁଥିବା ବେଳେ ବଜ୍ରପାତ ୧ ମୃତ , ୨ ଗୁରୁତର appeared first on KNews Odisha.

ଡଙ୍ଗାରେ ଫେରୁଥିବା ବେଳେ ବଜ୍ରପାତ ୧ ମୃତ , ୨ ଗୁରୁତର

ମହାକାଳପଡା : ମଝି ନଈରେ ଡଙ୍ଗାରେ ଫେରୁଥିବା ବେଳେ  ପଡିଲା ଘଡ଼ଘଡ଼ି ଘଟଣା ସ୍ଥଳରେ ୧ ଜଣେ ମୃତ ଦୁଇ ଜଣ ଗୁରୁତର ।  କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ତେନ୍ତୁଳୀକନ୍ଦା ପଂଚାୟତ ନିକଟ ଲୁଣା ନଦୀର  ଚଉମୁହାଣୀ  ଘାଟରେ ଡଙ୍ଗା ଯୋଗେ ନଦୀ ପାରହେଉଥିବା ବେଳେ ଅଘଟଣ ।  ଘଟଣା ସ୍ଥଳରେ  ଜଣେ ମୃତ୍ୟୁ ବରଣ କରିଥିବା ବେଳେ  ଅନ୍ୟ ଦୁଇ ଜଣ  ଗୁରୁତର ହୋଇ  କଟକ ସ୍ଥାନାନ୍ତର ହୋଇଛନ୍ତି  । ମୃତକ ହେଲେ ଷାଠିଏବାଟି   ଗାଁର ପ୍ରଶାନ୍ତ ଦାସ (୪୫) । ତେବେ ବେଆଇନ ଭାବେ ଚାଲିଥିବା ଏହି ଫେରି ଘାଟରେ ଆବଶ୍ୟକ ଠାରୁ ଅଧିକ ଲୋକ ଯିବା ଆସିବା ନେଇ ବାରମ୍ବାର ଅଭିଯୋଗ ହଉଥିଲେବି  ଚୁପ ବସିଛି ପ୍ରଶାସନ  ।

 

Also read :କାଳବୈଶାଖୀ ନେଲା ଜୀବନ: ବଜ୍ରପାତରେ ଟଳିପଡିଲେ ଚାଷୀ

The post ଡଙ୍ଗାରେ ଫେରୁଥିବା ବେଳେ ବଜ୍ରପାତ ୧ ମୃତ , ୨ ଗୁରୁତର appeared first on KNews Odisha.