ଡମନଭୂଇଁରେ ଦନ୍ତାହାତୀର ମୃତ୍ୟୁ

ନିରାକାରପୁର,୮ା୭(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳ ଅନ୍ତର୍ଗତ ଓଲସିଂହ ପଞ୍ଚାୟତ ଡମନଭୂଇଁ ଗ୍ରାମରେ ଗୋଟେ ଦନ୍ତା ହାତୀର ମୃତଦେହକୁ ବନ ବିଭାଗ ଜବତ କରିଛି। ହାତୀଟିର ମୃତଦେହ ପଡ଼ି ରହିଥିବା ବେଳେ ଏହାକୁ ବନ ବିଭାଗ କର୍ମଚାରୀମାନେ ଜଗି ରହିଛନ୍ତି। ତେବେ ହାତୀର ମୃତ୍ୟୁ କିପରି ହୋଇଛି ସେ ସମ୍ପର୍କରେ କିଛି ଜଣାପଡ଼ିନାହିଁ। The post ଡମନଭୂଇଁରେ ଦନ୍ତାହାତୀର ମୃତ୍ୟୁ appeared first on Dharitri Odia News.

ଡମନଭୂଇଁରେ ଦନ୍ତାହାତୀର ମୃତ୍ୟୁ

ନିରାକାରପୁର,୮ା୭(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳ ଅନ୍ତର୍ଗତ ଓଲସିଂହ ପଞ୍ଚାୟତ ଡମନଭୂଇଁ ଗ୍ରାମରେ ଗୋଟେ ଦନ୍ତା ହାତୀର ମୃତଦେହକୁ ବନ ବିଭାଗ ଜବତ କରିଛି। ହାତୀଟିର ମୃତଦେହ ପଡ଼ି ରହିଥିବା ବେଳେ ଏହାକୁ ବନ ବିଭାଗ କର୍ମଚାରୀମାନେ ଜଗି ରହିଛନ୍ତି। ତେବେ ହାତୀର ମୃତ୍ୟୁ କିପରି ହୋଇଛି ସେ ସମ୍ପର୍କରେ କିଛି ଜଣାପଡ଼ିନାହିଁ।

The post ଡମନଭୂଇଁରେ ଦନ୍ତାହାତୀର ମୃତ୍ୟୁ appeared first on Dharitri Odia News.