ଡ଼ଙ୍ଗାବୁଡି ୧୧ ମୃତ, ୬୦ରୁ ଅଧିକ ନିଖୋଜ

ରୋମବ,୧୮।୬: ଇଟାଲୀର ଦକ୍ଷିଣ ଉପକୂଳରେ ଦୁଇଟି ଡଙ୍ଗା ବୁଡ଼ିଯିବା ପରେ ଏଗାର ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୬୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଏମାନଙ୍କ ମଧ୍ୟରେ ୨୬ ଜଣ ପିଲା ମଧ୍ୟ ଅଛନ୍ତି। ସମସ୍ତେ ପ୍ରବାସୀ ଥିଲେ। ସହାୟତା ଗୋଷ୍ଠୀ, ତଟରକ୍ଷୀ ବାହିନୀ ଏବଂ ମିଳିତ ଜାତିସଂଘ ଏଜେନ୍ସି ଏହି ସୂଚନା ଦେଇଛନ୍ତି। ଗୋଟିଏ ଡଙ୍ଗା ଲିବିଆରୁ ଏବଂ ଅନ୍ୟଟି ତୁର୍କୀରୁ ଚାଲିଯାଇଥିଲା। ଏଥିରେ ବାଂଲାଦେଶ, ପାକିସ୍ଥାନ, ଆଫଗାନିସ୍ତାନ, ଇଜିପ୍ଟ ଏବଂ ସିରିଆର ଲୋକ ଥିଲେ। The post ଡ଼ଙ୍ଗାବୁଡି ୧୧ ମୃତ, ୬୦ରୁ ଅଧିକ ନିଖୋଜ appeared first on Dharitri Odia News.

ଡ଼ଙ୍ଗାବୁଡି ୧୧ ମୃତ, ୬୦ରୁ ଅଧିକ ନିଖୋଜ

ରୋମବ,୧୮।୬: ଇଟାଲୀର ଦକ୍ଷିଣ ଉପକୂଳରେ ଦୁଇଟି ଡଙ୍ଗା ବୁଡ଼ିଯିବା ପରେ ଏଗାର ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୬୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଏମାନଙ୍କ ମଧ୍ୟରେ ୨୬ ଜଣ ପିଲା ମଧ୍ୟ ଅଛନ୍ତି। ସମସ୍ତେ ପ୍ରବାସୀ ଥିଲେ। ସହାୟତା ଗୋଷ୍ଠୀ, ତଟରକ୍ଷୀ ବାହିନୀ ଏବଂ ମିଳିତ ଜାତିସଂଘ ଏଜେନ୍ସି ଏହି ସୂଚନା ଦେଇଛନ୍ତି। ଗୋଟିଏ ଡଙ୍ଗା ଲିବିଆରୁ ଏବଂ ଅନ୍ୟଟି ତୁର୍କୀରୁ ଚାଲିଯାଇଥିଲା। ଏଥିରେ ବାଂଲାଦେଶ, ପାକିସ୍ଥାନ, ଆଫଗାନିସ୍ତାନ, ଇଜିପ୍ଟ ଏବଂ ସିରିଆର ଲୋକ ଥିଲେ।

The post ଡ଼ଙ୍ଗାବୁଡି ୧୧ ମୃତ, ୬୦ରୁ ଅଧିକ ନିଖୋଜ appeared first on Dharitri Odia News.