ଡ଼.ନିବେଦିତା ନାଥଙ୍କୁ ଭାରପ୍ତାପ୍ତ କୁଳପତି ଦାୟିତ୍ୱ

ଭବାନୀପାଟଣା,୨୪।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ପିଜି କାଉନସିଲ ଅଧ୍ୟକ୍ଷା ଡ଼. ନିବେଦିତା ନାଥଙ୍କୁ ବିଶ୍ୱ ବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଭାବେ ନିଯୁକ୍ତ କରାଯାଇଛି। ଏ ନେଇ ଭୁବନେଶ୍ୱର ରାଜ ଭବନ ଅଫିସ କାର୍ଯ୍ୟାଳୟ ପକ୍ଷରୁ ପତ୍ର ସଂଖ୍ୟା-୯୨୫୭ ଅନୁଯାୟୀ ଏକ ନିର୍ଦ୍ଦେଶ ଜାରି କରାଯାଇଛି। ଏହା ପୂର୍ବରୁ କୁଳପତି ଭାବେ ପ୍ରଫେସର ଡ଼ ସଞ୍ଜୟ ଶତପଥି ରହିଥିଲେ। ତେବେ ତାଙ୍କ ଦେହ ଅସୁସ୍ଥ ଥିବାରୁ ସେ ଛୁଟିରେ ଅଛନ୍ତି। ଏନେଇ […] The post ଡ଼.ନିବେଦିତା ନାଥଙ୍କୁ ଭାରପ୍ତାପ୍ତ କୁଳପତି ଦାୟିତ୍ୱ appeared first on Dharitri Odia News.

ଡ଼.ନିବେଦିତା ନାଥଙ୍କୁ ଭାରପ୍ତାପ୍ତ କୁଳପତି ଦାୟିତ୍ୱ

ଭବାନୀପାଟଣା,୨୪।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ପିଜି କାଉନସିଲ ଅଧ୍ୟକ୍ଷା ଡ଼. ନିବେଦିତା ନାଥଙ୍କୁ ବିଶ୍ୱ ବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଭାବେ ନିଯୁକ୍ତ କରାଯାଇଛି। ଏ ନେଇ ଭୁବନେଶ୍ୱର ରାଜ ଭବନ ଅଫିସ କାର୍ଯ୍ୟାଳୟ ପକ୍ଷରୁ ପତ୍ର ସଂଖ୍ୟା-୯୨୫୭ ଅନୁଯାୟୀ ଏକ ନିର୍ଦ୍ଦେଶ ଜାରି କରାଯାଇଛି।

ଏହା ପୂର୍ବରୁ କୁଳପତି ଭାବେ ପ୍ରଫେସର ଡ଼ ସଞ୍ଜୟ ଶତପଥି ରହିଥିଲେ। ତେବେ ତାଙ୍କ ଦେହ ଅସୁସ୍ଥ ଥିବାରୁ ସେ ଛୁଟିରେ ଅଛନ୍ତି। ଏନେଇ ତାଙ୍କ ସ୍ଥାନରେ ଡ଼. ନିବେଦିତାଙ୍କୁ ଭାରପ୍ରାପ୍ତ ଦାୟତ୍ୱ ଦିଆଯାଇଛି। ପ୍ରଫେସର ସଞ୍ଜୟ ଶତପଥି କାର୍ଯ୍ୟରେ ଯୋଗ ନ ଦେବା ଯାଏ ଭାରପ୍ତାପ୍ତ କୁଳପତି ଭାବେ ଡ଼. ନିବେଦିତା ନାଥ ଏହି ଦାୟିତ୍ୱ ତୁଲାଇବେ।

The post ଡ଼.ନିବେଦିତା ନାଥଙ୍କୁ ଭାରପ୍ତାପ୍ତ କୁଳପତି ଦାୟିତ୍ୱ appeared first on Dharitri Odia News.