ଡାକ୍ତରଙ୍କୁ ଟଣା ଓଟରା ସହ ଡାକ୍ତରଖାନା ଭଙ୍ଗାରୁଜା, ସିସିଟିଭି ଆଧାରରେ ପୋଲିସର ତଦନ୍ତ

ଜୟପୁର : ଜୟପୁର ଜିଲ୍ଲା ଡାକ୍ତର ଖାନାରେ ରୋଗୀ ମୃ୍ତ୍ୟୁ ଅଭିଯୋଗ କରି ଡାକ୍ତରଙ୍କୁ ଟଣା ଓଟରା ସହ ଡାକ୍ତରଖାନା ଭଙ୍ଗାରୁଜା ।  କୁମ୍ବାର ସାହିର ସୁରେଶ ହରିଜନ ନାମକ ଜଣେ ଯୁବକ ଘରକାମ କରୁଥିବା ବେଳେ ବିଦ୍ୟୁତ ସଂଯୋଗ ଆସି ଆହତ ହୋଇଥିଲେ ଆଉ ପରିବାର ଲୋକ ଡାକ୍ତରଖାନା ଆଣିଥିଲେ ।  ଚିକତ୍ସା ବେଳେ ସୁରେଶଙ୍କ ମୃତ୍ୟୁ ହୋଇଥିଲା । ଚିକିତ୍ସା ଅବହେଳା କରି ରୋଗୀଙ୍କ ସମ୍ପର୍କିୟ କାଜୁଆଲିଟି ଭଙ୍ଗାରୁଜା ସହ ଡାକ୍ତରଙ୍କୁ ଟଣାଓଟରା ଓ […] The post ଡାକ୍ତରଙ୍କୁ ଟଣା ଓଟରା ସହ ଡାକ୍ତରଖାନା ଭଙ୍ଗାରୁଜା, ସିସିଟିଭି ଆଧାରରେ ପୋଲିସର ତଦନ୍ତ appeared first on KNews Odisha.

ଡାକ୍ତରଙ୍କୁ ଟଣା ଓଟରା ସହ ଡାକ୍ତରଖାନା ଭଙ୍ଗାରୁଜା, ସିସିଟିଭି ଆଧାରରେ ପୋଲିସର ତଦନ୍ତ
jeypore hospital cctv

ଜୟପୁର : ଜୟପୁର ଜିଲ୍ଲା ଡାକ୍ତର ଖାନାରେ ରୋଗୀ ମୃ୍ତ୍ୟୁ ଅଭିଯୋଗ କରି ଡାକ୍ତରଙ୍କୁ ଟଣା ଓଟରା ସହ ଡାକ୍ତରଖାନା ଭଙ୍ଗାରୁଜା ।  କୁମ୍ବାର ସାହିର ସୁରେଶ ହରିଜନ ନାମକ ଜଣେ ଯୁବକ ଘରକାମ କରୁଥିବା ବେଳେ ବିଦ୍ୟୁତ ସଂଯୋଗ ଆସି ଆହତ ହୋଇଥିଲେ ଆଉ ପରିବାର ଲୋକ ଡାକ୍ତରଖାନା ଆଣିଥିଲେ ।  ଚିକତ୍ସା ବେଳେ ସୁରେଶଙ୍କ ମୃତ୍ୟୁ ହୋଇଥିଲା ।

ଚିକିତ୍ସା ଅବହେଳା କରି ରୋଗୀଙ୍କ ସମ୍ପର୍କିୟ କାଜୁଆଲିଟି ଭଙ୍ଗାରୁଜା ସହ ଡାକ୍ତରଙ୍କୁ ଟଣାଓଟରା ଓ ଆକ୍ରମଣ କରିଥିବା ଡାକ୍ତର କହିଛନ୍ତି । ସେପଟେ ଡାକ୍ତରଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ସିସିଟିଭି ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

The post ଡାକ୍ତରଙ୍କୁ ଟଣା ଓଟରା ସହ ଡାକ୍ତରଖାନା ଭଙ୍ଗାରୁଜା, ସିସିଟିଭି ଆଧାରରେ ପୋଲିସର ତଦନ୍ତ appeared first on KNews Odisha.