ଡିଜିପି ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ !

ନିଜ ସ୍ୱାମୀଙ୍କ ମୁହଁକୁ ପୁଳା ପୁଳା ଲଙ୍କାଗୁଣ୍ଡ ଫିଙ୍ଗି ରୋଷେଇ ଘର ଛୁରିରେ ବାରମ୍ବର ଆଘାତ କରି ମାରିଦେଇଥିବା ସନ୍ଦେହ କରାଯାଉଛି। ପାରିପାର୍ଶ୍ବିକ ପରିସ୍ଥିତିକୁ ଦେଖି ନିଜେ ତାଙ୍କ ପତ୍ନୀ ହିଁ ଏହି ହତ୍ୟାକାଣ୍ଡର ମୁଖ୍ୟ କାର୍ପଟଦାର୍ ବୋଲି ପୋଲିସ୍ ସନ୍ଦେହ କରୁଛି।

ଡିଜିପି ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ !
Array