ବ୍ୟାପିଲାଣି ଝାଡ଼ାବାନ୍ତି, ବରଗଡ଼ରେ ୬୦ରୁ ଅଧିକ ଲୋକେ ଆକ୍ରାନ୍ତ

ଗାଁର ମନ୍ଦିରପଡ଼ା ଠାରେ ଥିବା କ୍ଲବ ଘରେ ଏକ ଅସ୍ଥାୟୀ ମେଡିକାଲ କ୍ୟାମ୍ପ ଖୋଲାଯାଇ ରୋଗୀଙ୍କ ଚିକିତ୍ସା କରାଯାଉଛି । ଝାଡ଼ାବାନ୍ତିରେ ଗୁରୁତର ହେବାରୁ ୭ଜଣଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା ।

ବ୍ୟାପିଲାଣି ଝାଡ଼ାବାନ୍ତି, ବରଗଡ଼ରେ ୬୦ରୁ ଅଧିକ ଲୋକେ ଆକ୍ରାନ୍ତ
Array