ଡିସେମ୍ବର ପହିଲାରେ ଇକୋ ରିଟ୍ରିଟ୍‌ର ଶୁଭାରମ୍ଭ: ପରିଦର୍ଶନ କଲେ ବିଡିଓ, ପର୍ଯ୍ୟଟନ ଅଧିକାରୀ

ଦାରିଙ୍ଗବାଡ଼ି,୩୦ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଚତୁର୍ଥ ଥର ପାଇଁ ରବିବାର ଇକୋ ରିଟ୍ରିଟ୍‌ର ଶୁଭାରମ୍ଭ ହେବାକୁ ଯାଉଛି। ଏହାର ଶୁଭାରମ୍ଭ ପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି। ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥ, ଜିଲା ପର୍ଯ୍ୟଟନ ଅଧିକାରୀ କୁମୁଦିନୀ ମଲିକ ପ୍ରମୁଖ ଏହାର ପରିଦର୍ଶନ କରି ତଦାରଖ କରିଛନ୍ତି। ଇକୋ ରିଟ୍ରିଟ୍‌ର ମୁଖ୍ୟ ପରିଚାଳକ ସୁମନ୍ତ ସରକାରଙ୍କ ସହ ଦୁଇ ଅଧିକାରୀ ଶୁଭାରମ୍ଭ ସମ୍ପର୍କରେ ଆଲୋଚନା କରିଛନ୍ତି। ଉକ୍ତ ଇକୋ ରିଟ୍ରିଟ୍‌ରେ ୨୫ଟି କଟେଜ ରହିଥିବାବେଳେ ସେଥି […] The post ଡିସେମ୍ବର ପହିଲାରେ ଇକୋ ରିଟ୍ରିଟ୍‌ର ଶୁଭାରମ୍ଭ: ପରିଦର୍ଶନ କଲେ ବିଡିଓ, ପର୍ଯ୍ୟଟନ ଅଧିକାରୀ appeared first on Dharitri Odia News.

ଡିସେମ୍ବର ପହିଲାରେ ଇକୋ ରିଟ୍ରିଟ୍‌ର ଶୁଭାରମ୍ଭ: ପରିଦର୍ଶନ କଲେ ବିଡିଓ, ପର୍ଯ୍ୟଟନ ଅଧିକାରୀ

ଦାରିଙ୍ଗବାଡ଼ି,୩୦ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଚତୁର୍ଥ ଥର ପାଇଁ ରବିବାର ଇକୋ ରିଟ୍ରିଟ୍‌ର ଶୁଭାରମ୍ଭ ହେବାକୁ ଯାଉଛି। ଏହାର ଶୁଭାରମ୍ଭ ପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି। ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥ, ଜିଲା ପର୍ଯ୍ୟଟନ ଅଧିକାରୀ କୁମୁଦିନୀ ମଲିକ ପ୍ରମୁଖ ଏହାର ପରିଦର୍ଶନ କରି ତଦାରଖ କରିଛନ୍ତି। ଇକୋ ରିଟ୍ରିଟ୍‌ର ମୁଖ୍ୟ ପରିଚାଳକ ସୁମନ୍ତ ସରକାରଙ୍କ ସହ ଦୁଇ ଅଧିକାରୀ ଶୁଭାରମ୍ଭ ସମ୍ପର୍କରେ ଆଲୋଚନା କରିଛନ୍ତି। ଉକ୍ତ ଇକୋ ରିଟ୍ରିଟ୍‌ରେ ୨୫ଟି କଟେଜ ରହିଥିବାବେଳେ ସେଥି ମଧ୍ୟରେ ୫ଟି ସ୍ବତନ୍ତ୍ର କଟେଜ ରହିଥିବା କୁହାଯାଇଛି।

The post ଡିସେମ୍ବର ପହିଲାରେ ଇକୋ ରିଟ୍ରିଟ୍‌ର ଶୁଭାରମ୍ଭ: ପରିଦର୍ଶନ କଲେ ବିଡିଓ, ପର୍ଯ୍ୟଟନ ଅଧିକାରୀ appeared first on Dharitri Odia News.