ଡିସେମ୍ବର ୯ରେ ବାରବାଟୀରେ T-20 ମ୍ୟାଚ୍ , ଅଫ୍ ଲାଇନ୍ ବଦଳରେ ଅନ୍ ଲାଇନ ଟିକେଟ ବିକ୍ରି ଉପରେ ଫୋକସ
କଟକ : OCAର ଅଫ୍ ଲାଇନ୍ ବଦଳରେ ଅନ୍ ଲାଇନ ଉପରେ ଫୋକସ । ଡିସେମ୍ବର ୯ରେ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଭାରତ ଓ ଦକ୍ଷିଣ ଆଫ୍ରିକା T-20 ମ୍ୟାଚ୍ ପାଇଁ ଅନଲାଇନ୍ ଟିକେଟ୍ ବିକ୍ରି ଉପରେ ଫୋକସ କରୁଛି ଓସିଏ । ଏନେଇ ପ୍ରସ୍ତୁତି କଲାଣି ଓଡ଼ିଶା କ୍ରିକେଟ୍ ସଂଘ । ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଅନ୍ୟ ରାଜ୍ୟ ଗୁଡ଼ିକରେ କ୍ରିକେଟ୍ ସଂଘ ଅନ୍ ଲାଇନ୍ ଟିକେଟ୍ ବିକ୍ରି […] The post ଡିସେମ୍ବର ୯ରେ ବାରବାଟୀରେ T-20 ମ୍ୟାଚ୍ , ଅଫ୍ ଲାଇନ୍ ବଦଳରେ ଅନ୍ ଲାଇନ ଟିକେଟ ବିକ୍ରି ଉପରେ ଫୋକସ appeared first on KNews Odisha.

କଟକ : OCAର ଅଫ୍ ଲାଇନ୍ ବଦଳରେ ଅନ୍ ଲାଇନ ଉପରେ ଫୋକସ । ଡିସେମ୍ବର ୯ରେ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଭାରତ ଓ ଦକ୍ଷିଣ ଆଫ୍ରିକା T-20 ମ୍ୟାଚ୍ ପାଇଁ ଅନଲାଇନ୍ ଟିକେଟ୍ ବିକ୍ରି ଉପରେ ଫୋକସ କରୁଛି ଓସିଏ । ଏନେଇ ପ୍ରସ୍ତୁତି କଲାଣି ଓଡ଼ିଶା କ୍ରିକେଟ୍ ସଂଘ । ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଅନ୍ୟ ରାଜ୍ୟ ଗୁଡ଼ିକରେ କ୍ରିକେଟ୍ ସଂଘ ଅନ୍ ଲାଇନ୍ ଟିକେଟ୍ ବିକ୍ରି କରୁଛନ୍ତି । ତେବେ ସମସ୍ତ କମିଟି ସଦସ୍ୟଙ୍କ ମତ ଅନୁସାରେ ଅନଲାଇନ ନାଁ ଅଫଲାଇନରେ ଟିକେଟ ବୋଲି ବିକ୍ରି ହେବ ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା । ସିରିଜର ପ୍ରଥମ ଟି20 ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ ବାରବାଟୀରେ ଖେଳାଯିବ । ଏନେଇ ବିସିସିଆଇ ପକ୍ଷରୁ କ୍ରୀଡାସୂଚୀ ଚୂଡାନ୍ତ ହେଲାପରେ ଓସିଏରେ ପ୍ରସ୍ତୁତି ଏକପ୍ରକାର ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ।
ଆହୁରି ପଢ଼ନ୍ତୁ : ଏବେ ୫ ଦିନ ନୁହେଁ ୪ ଦିନ ପାଇଁ ହେବ ଟେଷ୍ଟ ମ୍ୟାଚ୍, କିନ୍ତୁ ଟିମ୍ ଇଣ୍ଡିଆ ଉପରେ ଲାଗୁ ହେବନି ଆଇସିସିର ନିୟମ
The post ଡିସେମ୍ବର ୯ରେ ବାରବାଟୀରେ T-20 ମ୍ୟାଚ୍ , ଅଫ୍ ଲାଇନ୍ ବଦଳରେ ଅନ୍ ଲାଇନ ଟିକେଟ ବିକ୍ରି ଉପରେ ଫୋକସ appeared first on KNews Odisha.