ଡୁରିଆନ୍‌ ଫର୍ନିଚରର ସ୍ବତନ୍ତ୍ର ଅଫର

ଭୁବନେଶ୍ୱର,୨୫।୨ (ଅନୁରାଧା ମହାରଣା): ଘରକୁ ସୁନ୍ଦର ଲୁକ୍‌ ଦେବା ସହ ଆରାମଦାୟକ ଆସବାବପତ୍ର କ୍ରୟ ପାଇଁ ଲୋକମାନେ ଆଗ୍ରହ ପ୍ରକାଶ କରୁଛନ୍ତି। ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ‘ଡୁରିଆନ୍‌’ ପକ୍ଷରୁ ସ୍ବତନ୍ତ୍ର ଫର୍ନିଚର ଉପଲବ୍ଧ କରାଯାଉଛି। ସାରା ଦେଶରେ ଏହାର ୫୫ରୁ ଅଧିକ ଷ୍ଟୋର ରହିଥିବାବେଳେ ବର୍ତ୍ତମାନ ଗ୍ରାହକଙ୍କୁ ସ୍ବତନ୍ତ୍ର ଅଫର ମଧ୍ୟ ପ୍ରଦାନ କରାଯାଉଛି। ୪୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି। ସୋଫା, ବେଡ୍‌, ଡାଇନିଂ, ସେଣ୍ଟର ଟେବୁଲ, ଅଫିସ୍‌ ଫର୍ନିଚର ଭଳି ଷ୍ଟୋରରେ […] The post ଡୁରିଆନ୍‌ ଫର୍ନିଚରର ସ୍ବତନ୍ତ୍ର ଅଫର appeared first on Dharitri Odia News.

ଡୁରିଆନ୍‌ ଫର୍ନିଚରର ସ୍ବତନ୍ତ୍ର ଅଫର

ଭୁବନେଶ୍ୱର,୨୫।୨ (ଅନୁରାଧା ମହାରଣା): ଘରକୁ ସୁନ୍ଦର ଲୁକ୍‌ ଦେବା ସହ ଆରାମଦାୟକ ଆସବାବପତ୍ର କ୍ରୟ ପାଇଁ ଲୋକମାନେ ଆଗ୍ରହ ପ୍ରକାଶ କରୁଛନ୍ତି। ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ‘ଡୁରିଆନ୍‌’ ପକ୍ଷରୁ ସ୍ବତନ୍ତ୍ର ଫର୍ନିଚର ଉପଲବ୍ଧ କରାଯାଉଛି। ସାରା ଦେଶରେ ଏହାର ୫୫ରୁ ଅଧିକ ଷ୍ଟୋର ରହିଥିବାବେଳେ ବର୍ତ୍ତମାନ ଗ୍ରାହକଙ୍କୁ ସ୍ବତନ୍ତ୍ର ଅଫର ମଧ୍ୟ ପ୍ରଦାନ କରାଯାଉଛି। ୪୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି। ସୋଫା, ବେଡ୍‌, ଡାଇନିଂ, ସେଣ୍ଟର ଟେବୁଲ, ଅଫିସ୍‌ ଫର୍ନିଚର ଭଳି ଷ୍ଟୋରରେ ଆକର୍ଷଣୀୟ ଫର୍ନିଚର ରହିଛି। ମହାରାଷ୍ଟ୍ର ପାଲଗଡ଼ରେ ଏହିସବୁ ଉପତ୍ାଦ ପ୍ରସ୍ତୁତ କରାଯାଉଛି। ପ୍ରତି ଫର୍ନିଚରରେ ୫ ବର୍ଷର ଓ୍ବାରେଣ୍ଟି ରହୁଥିବା ‘ଡୁରିଆନ୍‌’ର ରାଜ୍ୟ ମୁଖ୍ୟ ଅଜୟ ଶର୍ମା ସୂଚନା ଦେଇଛନ୍ତି। ତେବେ ଡୁରିଆନ୍‌ ଷ୍ଟୋରରୁ ଫର୍ନିଚର କିଣିବାକୁ ଚାହଁୁଥିବା ବ୍ୟକ୍ତି ସହଜ ଇଏମ୍‌ଆଇ ସୁବିଧା ମଧ୍ୟ ପାଇପାରିବେ। ସମସ୍ତ ପ୍ରକାର କ୍ରେଡିଟ୍‌ ଓ ଡେବିଟ୍‌ କାର୍ଡ ଏଠାରେ ଗ୍ରହଣ କରାଯାଉଥିବା ଶର୍ମା କହିଛନ୍ତି। ଭୁବନେଶ୍ୱରସ୍ଥିତ ସାମନ୍ତରାପୁର ଷ୍ଟୋର ପରିଦର୍ଶନକରି କିମ୍ବା www.durian.inରେ ଲଗ୍‌ଇନ୍‌ କରି ଗ୍ରାହକ ଫର୍ନିଚର କ୍ରୟ କରିପାରିବେ । ୪୦ବର୍ଷ ଧରି ଡୁରିଆନ୍‌ ଗ୍ରାହକଙ୍କୁ ମନପସନ୍ଦର ଫର୍ନିଚର ଯୋଗାଇ ଆସୁଛି।

The post ଡୁରିଆନ୍‌ ଫର୍ନିଚରର ସ୍ବତନ୍ତ୍ର ଅଫର appeared first on Dharitri Odia News.