ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୨ ଗେଟ୍, ଦୁଇଟି ଗେଟ୍ ଦେଇ ଜଳ ନିଷ୍କାସନ

ସମ୍ବଲପୁର ୨୮।୮: ଉପର ମୁଣ୍ଡରେ ବର୍ଷାର ପରିମାଣ କମିଛି । ଫଳରେ ହୀରାକୁଦ ଜଳଭଣ୍ଡାରକୁ ଇନ୍‌ଫ୍ଲୋ କମିଛି । ଯାହା ଫଳରେ ହୀରାକୁଦ ଜଳଭଣ୍ଡାରର ୧୨ଟି ଗେଟ୍ ବନ୍ଦ ହୋଇଛି । ହୀରାକୁଦକୁ ଜଳ ପ୍ରବେଶ କମୁଥିବାରୁ ଗେଟ୍ ବନ୍ଦ କରାଯାଇଛି । ଡ୍ୟାମ୍‌ର ୧୨ଟି ଗେଟ୍ ବନ୍ଦ ହେବା ପରେ ବର୍ତ୍ତମାନ ଦୁଇଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ବାମ ପାର୍ଶ୍ବରେ ଗୋଟିଏ, ଡାହାଣ ପାର୍ଶ୍ବରେ ଗୋଟିଏ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି । ବୁଧବାର ସକାଳ ୯ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୨୦.୪୩ ଫୁଟ ରହିଥିଲା ।You Can Read:କଲରାପତରିଆ ବାଘ ମାରି ମାଂସ ରାନ୍ଧି ଖାଇଗଲେ, ୩ ଶିକାରୀ ଗିରଫ 

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୨ ଗେଟ୍, ଦୁଇଟି ଗେଟ୍ ଦେଇ ଜଳ ନିଷ୍କାସନ

ସମ୍ବଲପୁର ୨୮।୮: ଉପର ମୁଣ୍ଡରେ ବର୍ଷାର ପରିମାଣ କମିଛି । ଫଳରେ ହୀରାକୁଦ ଜଳଭଣ୍ଡାରକୁ ଇନ୍‌ଫ୍ଲୋ କମିଛି । ଯାହା ଫଳରେ ହୀରାକୁଦ ଜଳଭଣ୍ଡାରର ୧୨ଟି ଗେଟ୍ ବନ୍ଦ ହୋଇଛି । ହୀରାକୁଦକୁ ଜଳ ପ୍ରବେଶ କମୁଥିବାରୁ ଗେଟ୍ ବନ୍ଦ କରାଯାଇଛି । ଡ୍ୟାମ୍‌ର ୧୨ଟି ଗେଟ୍ ବନ୍ଦ ହେବା ପରେ ବର୍ତ୍ତମାନ ଦୁଇଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ବାମ ପାର୍ଶ୍ବରେ ଗୋଟିଏ, ଡାହାଣ ପାର୍ଶ୍ବରେ ଗୋଟିଏ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି । ବୁଧବାର ସକାଳ ୯ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୨୦.୪୩ ଫୁଟ ରହିଥିଲା ।

You Can Read:

କଲରାପତରିଆ ବାଘ ମାରି ମାଂସ ରାନ୍ଧି ଖାଇଗଲେ, ୩ ଶିକାରୀ ଗିରଫ