ଡେଲାଙ୍ଗ ଅଞ୍ଚଳରୁ ଦୁଇ ନାବାଳିକା ନିଖୋଜ ଅଭିଯୋଗ, ମିଳିଲା ସାଇକେଲ କିନ୍ତୁ ମିଳୁନି ପତ୍ତା

ପିପିଲି ୨୪।୬: ପିପିଲି ଡେଲାଙ୍ଗ ଅଞ୍ଚଳରୁ ଦୁଇ ନାବାଳିକା ନିଖୋଜ ଅଭିଯୋଗ । ଗତ ରବିବାର ଠାରୁ ଦୁଇ ନାବାଳିକା ନିଖୋଜ ହୋଇଥିବା ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ, ଗତ ଶୁକ୍ରବାର ଦିନ ଦୁଇ ନାବାଳିକା ସାଇକେଲ ଯୋଗେ ଡେଲାଙ୍ଗ ଷ୍ଟେସନ ବଜାରରୁ ଯାଇଥିଲେ । ହେଲେ ସେମାନେ ଆଉ ଘରକୁ ଫେରିନଥିଲେ । ପରିବାର ଲୋକ ଆଖପାଖ ଅଞ୍ଚଳ ସହ ବନ୍ଧୁବାନ୍ଧବ ଘରେ ବହୁ ଖୋଜାଖୋଜି କରିଥିଲେ ।  ବହୁ ଖୋଜାଖୋଜି କରି ପରେ ସାଇକେଲଟିକୁ ବଜାର ନିକ ରାସ୍ତା କଡ଼ରୁ ପାଇଥିଲେ । କିନ୍ତୁ ଉଭୟ ନାବାଳିକାଙ୍କ ପତ୍ତା ଏପର୍ଯ୍ୟନ୍ତ ମିଳିନାହିଁ । ତେବେ ନାବାଳିକାଙ୍କ ନିଖୋଜ ଘଟଣାକୁ ୪ ଦିନ ବିତିଯାଇଥିଲେ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିନାହିଁ । You Can Read:ଘରେ ଶୋଇଥିଲେ ଭାଇ-ଭଉଣୀ, ସାପ କାମୁଡାରେ ଚାଲିଗଲା ଉଭୟଙ୍କ ଜୀବନ 

ଡେଲାଙ୍ଗ ଅଞ୍ଚଳରୁ ଦୁଇ ନାବାଳିକା ନିଖୋଜ ଅଭିଯୋଗ, ମିଳିଲା ସାଇକେଲ କିନ୍ତୁ ମିଳୁନି ପତ୍ତା

ପିପିଲି ୨୪।୬: ପିପିଲି ଡେଲାଙ୍ଗ ଅଞ୍ଚଳରୁ ଦୁଇ ନାବାଳିକା ନିଖୋଜ ଅଭିଯୋଗ । ଗତ ରବିବାର ଠାରୁ ଦୁଇ ନାବାଳିକା ନିଖୋଜ ହୋଇଥିବା ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଛି । 

ସୂଚନାଯୋଗ୍ୟ ଯେ, ଗତ ଶୁକ୍ରବାର ଦିନ ଦୁଇ ନାବାଳିକା ସାଇକେଲ ଯୋଗେ ଡେଲାଙ୍ଗ ଷ୍ଟେସନ ବଜାରରୁ ଯାଇଥିଲେ । ହେଲେ ସେମାନେ ଆଉ ଘରକୁ ଫେରିନଥିଲେ । ପରିବାର ଲୋକ ଆଖପାଖ ଅଞ୍ଚଳ ସହ ବନ୍ଧୁବାନ୍ଧବ ଘରେ ବହୁ ଖୋଜାଖୋଜି କରିଥିଲେ ।  ବହୁ ଖୋଜାଖୋଜି କରି ପରେ ସାଇକେଲଟିକୁ ବଜାର ନିକ ରାସ୍ତା କଡ଼ରୁ ପାଇଥିଲେ । କିନ୍ତୁ ଉଭୟ ନାବାଳିକାଙ୍କ ପତ୍ତା ଏପର୍ଯ୍ୟନ୍ତ ମିଳିନାହିଁ । 

ତେବେ ନାବାଳିକାଙ୍କ ନିଖୋଜ ଘଟଣାକୁ ୪ ଦିନ ବିତିଯାଇଥିଲେ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିନାହିଁ । 

You Can Read:

ଘରେ ଶୋଇଥିଲେ ଭାଇ-ଭଉଣୀ, ସାପ କାମୁଡାରେ ଚାଲିଗଲା ଉଭୟଙ୍କ ଜୀବନ