ଡ୍ରାଇଭରଙ୍କ ଦାବି ମାନିନେବେ ସରକାର, ପ୍ରତିଶ୍ରୁତି ଦେଇ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୦ା୭: ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ପ୍ରସଙ୍ଗରେ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଗୁରୁବାର ରାତି ସୁଦ୍ଧା ଆଲୋଚନା ପରେ ସମସ୍ୟାର ସମାଧାନ ହୋଇଯିବ। ଡ୍ରାଇଭରମାନଙ୍କ ପ୍ରାୟ ଦାବି ସରକାର ମାନି ନେବେ। ରାଜ୍ୟରେ ତେଲର ଅଭାବ କରାଇ ଦେବୁ ନାହିଁ। କେହି ଭୟଭୀତ ହୁଅନ୍ତୁ ନାହିଁ ଟାଙ୍କିରେ ତେଲ ମହଜୁଦ ଅଛି। ଦୋକାନ ବଜାରରେ ଖାଦ୍ୟ ସାମଗ୍ରୀର ଅଭାବ ନାହିଁ। ଯଦି କେହି […] The post ଡ୍ରାଇଭରଙ୍କ ଦାବି ମାନିନେବେ ସରକାର, ପ୍ରତିଶ୍ରୁତି ଦେଇ ମନ୍ତ୍ରୀ କହିଲେ… appeared first on Dharitri Odia News.

ଡ୍ରାଇଭରଙ୍କ ଦାବି ମାନିନେବେ ସରକାର, ପ୍ରତିଶ୍ରୁତି ଦେଇ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୦ା୭: ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ପ୍ରସଙ୍ଗରେ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଗୁରୁବାର ରାତି ସୁଦ୍ଧା ଆଲୋଚନା ପରେ ସମସ୍ୟାର ସମାଧାନ ହୋଇଯିବ। ଡ୍ରାଇଭରମାନଙ୍କ ପ୍ରାୟ ଦାବି ସରକାର ମାନି ନେବେ। ରାଜ୍ୟରେ ତେଲର ଅଭାବ କରାଇ ଦେବୁ ନାହିଁ। କେହି ଭୟଭୀତ ହୁଅନ୍ତୁ ନାହିଁ ଟାଙ୍କିରେ ତେଲ ମହଜୁଦ ଅଛି। ଦୋକାନ ବଜାରରେ ଖାଦ୍ୟ ସାମଗ୍ରୀର ଅଭାବ ନାହିଁ। ଯଦି କେହି କଳାବଜାର କରେ ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ମହିଛନ୍ତି।

The post ଡ୍ରାଇଭରଙ୍କ ଦାବି ମାନିନେବେ ସରକାର, ପ୍ରତିଶ୍ରୁତି ଦେଇ ମନ୍ତ୍ରୀ କହିଲେ… appeared first on Dharitri Odia News.