ଡ୍ୟାମରେ ବୁଡ଼ିଯାଇ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ

ଅନୁଗୁଳ : ଡ୍ୟାମ୍ ରେ ବୁଡ଼ି ଡାକ୍ତରୀ ଛାତ୍ର ମୃତ । ମୃତକ ଅନୁଗୁଳ ଟାଇଁଶି ଗାଁର ରୁଲୁ ପ୍ରଧାନ । ସେ ହାଇଦ୍ରାବାଦରେ ରହି ଡାକ୍ତରୀ ପଢୁଥିଲେ । ଛୁଟିରେ ଘରକୁ ବୁଲିବାକୁ ଆସିଥିବାବେଳେ ରୁଲୁ ତାଙ୍କ ସାଙ୍ଗମାନଙ୍କ ସହ ଡେରେଜାଙ୍ଗ ଡ୍ୟାମକୁ ବୁଲିବାକୁ ଯାଇଥିଲେ । ଏହି ସମୟରେ ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ି ଯାଇଥିଲେ । ଜରପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି ।