ଢେଙ୍କାନାଳ ଜିଲ୍ଲା ମହିଷାପାଟ ଛକ ନିକଟରେ ହାଇୱା-ବୋଲେରୋ ଧକ୍କା, ଡ୍ରାଇଭର ସମେତ ୫ ଯାତ୍ରୀ ଆହତ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମହିଷାପାଟ ଛକ ନିକଟରେ ହାଇୱା-ବୋଲେରୋ ଧକ୍କା । ବୋଲେରୋକୁ ଧକ୍କାଦେଇ ହୋଟେଲ ଭିତରକୁ ପଶିଗଲା ହାଇୱା । ବୋଲେରୋରେ ଥିବା ଡ୍ରାଇଭର ସମେତ ୫ ଯାତ୍ରୀ ଆହତ । ଆହତଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରିଛନ୍ତି ସ୍ଥାନୀୟ ଲୋକେ । ଭୁବନେଶ୍ବରରୁ ତାଳଚେରକୁ ଦାଣ୍ଡିଆ ନାଚ ପାଇଁ ଯାଉଥିଲେ କଳାକାର । ଛକରେ ବାରମ୍ଵାର ଦୁଘର୍ଟଣା ଘଟୁଥିବାରୁ ଉତ୍ତେଜିତ ହୋଇ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକ । The post ଢେଙ୍କାନାଳ ଜିଲ୍ଲା ମହିଷାପାଟ ଛକ ନିକଟରେ ହାଇୱା-ବୋଲେରୋ ଧକ୍କା, ଡ୍ରାଇଭର ସମେତ ୫ ଯାତ୍ରୀ ଆହତ appeared first on KNews Odisha.

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମହିଷାପାଟ ଛକ ନିକଟରେ ହାଇୱା-ବୋଲେରୋ ଧକ୍କା । ବୋଲେରୋକୁ ଧକ୍କାଦେଇ ହୋଟେଲ ଭିତରକୁ ପଶିଗଲା ହାଇୱା । ବୋଲେରୋରେ ଥିବା ଡ୍ରାଇଭର ସମେତ ୫ ଯାତ୍ରୀ ଆହତ । ଆହତଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରିଛନ୍ତି ସ୍ଥାନୀୟ ଲୋକେ । ଭୁବନେଶ୍ବରରୁ ତାଳଚେରକୁ ଦାଣ୍ଡିଆ ନାଚ ପାଇଁ ଯାଉଥିଲେ କଳାକାର । ଛକରେ ବାରମ୍ଵାର ଦୁଘର୍ଟଣା ଘଟୁଥିବାରୁ ଉତ୍ତେଜିତ ହୋଇ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକ ।
The post ଢେଙ୍କାନାଳ ଜିଲ୍ଲା ମହିଷାପାଟ ଛକ ନିକଟରେ ହାଇୱା-ବୋଲେରୋ ଧକ୍କା, ଡ୍ରାଇଭର ସମେତ ୫ ଯାତ୍ରୀ ଆହତ appeared first on KNews Odisha.