ତନ୍ମୟଙ୍କ ପାଖରେ ସାରା ବିଶ୍ବର କଏନ୍ !
ଭଳିକି ଭଳି ଡାକ ଟିକେଟ । ମହାତ୍ମା ଗାନ୍ଧୀଙ୍କ ଫୋଟୋଥିବା ଟିକେଟ୍ ହେଉ କି ଆମେରିକା, ତୁର୍କୀ, ଫିଲିପାଇନ୍ସ ଓ ବଙ୍ଗଳାଦେଶର ପୁରୁଣା ଡାକ ଟିକେଟ ସବୁ ଏଠାରେ ଆପଣ ଦେଖିବାକୁ ପାଇବେ । ଖାଲି ଦେଶ ବିଦେଶର ଡାକ ଟିକେଟ୍ କାହିଁକି ବିଭିନ୍ନ ଦେଶର ୧ ହଜାରରୁ ଊର୍ଦ୍ଧ୍ୱ କଏନ ସହ ପ୍ରାଚୀନ କାଳର ମୁଦ୍ରା ମଧ୍ୟ ଏଇଠି ରହିଛି ।