ତବଲା ବାଦକ ଉସ୍ତାଦ ଜାକିର ହୁସେନଙ୍କ ପରଲୋକ
ନୂଆଦିଲ୍ଲୀ:ଭାରତୀୟ ତବଲା ବାଦକ, ସଙ୍ଗୀତଜ୍ଞ ଉସ୍ତାଦ ଜାକିର ହୁସେନଙ୍କ ଦେହାନ୍ତ ହୋଇଛି।୭୩ ବର୍ଷ ବୟସରେ ଆଖି ବୁଝିଛନ୍ତି ଜାକିର ହୁସେନ।ଆମେରିକାର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଭାରତୀୟ ସଙ୍ଗୀତ ଜଗତକୁ ନୂଆ ଦିଶା ଓ ଦିଗ ଦର୍ଶନ ଦେଇଥିବା ଜଣେ ମହାନ ବ୍ୟକ୍ତିତ୍ୱ ହେଉଛନ୍ତି ଜାକିର ହୁସେନ। ପାଶ୍ଚାତ୍ୟ ଜଗତରେ ସ୍ୱତନ୍ତ୍ର ପରିଚୟ ତିଆରି କରିଥିଲେ ଜାକିର ହୁସେନ।ତବଲା ବାଦକ ଭାବରେ ସୁଖ୍ୟାତି ଅର୍ଜନ କରି ନିଜେ ନିଜକୁ ତିଆରି କରିଥିବା ନାଁ […]

ନୂଆଦିଲ୍ଲୀ:ଭାରତୀୟ ତବଲା ବାଦକ, ସଙ୍ଗୀତଜ୍ଞ ଉସ୍ତାଦ ଜାକିର ହୁସେନଙ୍କ ଦେହାନ୍ତ ହୋଇଛି।୭୩ ବର୍ଷ ବୟସରେ ଆଖି ବୁଝିଛନ୍ତି ଜାକିର ହୁସେନ।ଆମେରିକାର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।
ଭାରତୀୟ ସଙ୍ଗୀତ ଜଗତକୁ ନୂଆ ଦିଶା ଓ ଦିଗ ଦର୍ଶନ ଦେଇଥିବା ଜଣେ ମହାନ ବ୍ୟକ୍ତିତ୍ୱ ହେଉଛନ୍ତି ଜାକିର ହୁସେନ। ପାଶ୍ଚାତ୍ୟ ଜଗତରେ ସ୍ୱତନ୍ତ୍ର ପରିଚୟ ତିଆରି କରିଥିଲେ ଜାକିର ହୁସେନ।ତବଲା ବାଦକ ଭାବରେ ସୁଖ୍ୟାତି ଅର୍ଜନ କରି ନିଜେ ନିଜକୁ ତିଆରି କରିଥିବା ନାଁ ହେଉଛି ଜାକିର ହୁସେନ। ତାଙ୍କ ବିୟୋଗରେ ପୁରା ଦେଶରେ ଶୋକର ଛାୟା ଖେଳିଯାଇଛି।