ତାତି ନ ଆସୁଣୁ ଜଳୁଛି ଜଙ୍ଗଲ
ପାଟଣା,୧୦।୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଖିରେଇଟାଙ୍ଗିରି ସେକ୍ସନ ଯମୁନା ପଶି ବିଟ୍ ଅନ୍ତର୍ଗତ କଣ୍ଟିଆପଡା ସରଧାପୁର ରାସ୍ତା କଡ କଣ୍ଟିଆପଡା ଗ୍ରାମ୍ୟ ଜଙ୍ଗଲରେ କେହି ଦୁର୍ବୃତ୍ତ ସୋମବାର ପୂର୍ବାହ୍ନରେ ନିଆଁ ଲଗାଇ ଦେଇଥିଲେ। ଫଳରେ ୧ହେକ୍ଟର ପରିମିତ ଜଙ୍ଗଲରେ ନିଆଁ ଲାଗିଯିବାରୁ ଅନେକ ଚାରାଗଛ ଜଳିପୋଡ଼ି ନଷ୍ଟ ହୋଇଯାଇଛି। ସ୍ଥାନୀୟ ଲୋକଙ୍କ ସହ ପାଟଣା ବ୍ଲକର ଖବରଦାତା ଦଶରଥ ବାରିକ ନିଆଁକୁ ଲିଭା କାର୍ଯ୍ୟରେ ସାମିଲ ହୋଇଥିଲେ। ପରେ ଖବର ପାଇ ପାଟଣା ଅଗ୍ନିଶମ […] The post ତାତି ନ ଆସୁଣୁ ଜଳୁଛି ଜଙ୍ଗଲ appeared first on Dharitri Odia News.
ପାଟଣା,୧୦।୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଖିରେଇଟାଙ୍ଗିରି ସେକ୍ସନ ଯମୁନା ପଶି ବିଟ୍ ଅନ୍ତର୍ଗତ କଣ୍ଟିଆପଡା ସରଧାପୁର ରାସ୍ତା କଡ କଣ୍ଟିଆପଡା ଗ୍ରାମ୍ୟ ଜଙ୍ଗଲରେ କେହି ଦୁର୍ବୃତ୍ତ ସୋମବାର ପୂର୍ବାହ୍ନରେ ନିଆଁ ଲଗାଇ ଦେଇଥିଲେ। ଫଳରେ ୧ହେକ୍ଟର ପରିମିତ ଜଙ୍ଗଲରେ ନିଆଁ ଲାଗିଯିବାରୁ ଅନେକ ଚାରାଗଛ ଜଳିପୋଡ଼ି ନଷ୍ଟ ହୋଇଯାଇଛି। ସ୍ଥାନୀୟ ଲୋକଙ୍କ ସହ ପାଟଣା ବ୍ଲକର ଖବରଦାତା ଦଶରଥ ବାରିକ ନିଆଁକୁ ଲିଭା କାର୍ଯ୍ୟରେ ସାମିଲ ହୋଇଥିଲେ। ପରେ ଖବର ପାଇ ପାଟଣା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
The post ତାତି ନ ଆସୁଣୁ ଜଳୁଛି ଜଙ୍ଗଲ appeared first on Dharitri Odia News.