ମାନସିକ ବିକୃତ ପୁଅର ନାରକୀୟ କାଣ୍ଡ, ବାପାଙ୍କୁ ଶାବଳରେ ପିଟି ମାରିଦେଲା

ସମ୍ବଲପୁର ୦୬।୦୪ : ସମ୍ବଲପୁର ଯୁଯୁମୁରା ଥାନା ଝାଙ୍କରପାଲି ତୁରୀପଡ଼ାରେ ଅଭାବନୀୟ ଘଟଣା । ମାନସିକ ବିକୃତ ପୁଅର ନାରକୀୟ କାଣ୍ଡ । ପୁଅର ଶାବଳ ଚୋଟରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ମା ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ମାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।ଖବର ଅନୁଯାୟୀ, ଯୁଯୁମୁରା ଥାନା ଝାଙ୍କରପାଲି ତୁରୀପଡ଼ାରେ କୌଣସି କଥାକୁ ନେଇ ବାପା-ପୁଅଙ୍କ ମଧ୍ୟରେ ବିବାଦ ହୋଇଥିଲେ । ଦେଖୁ ଦେଖୁ ମାନସିକ ବିକୃତ ପୁଅ ବାପାଙ୍କୁ ଏକ ଶାବଳରେ ଆକ୍ରମଣ କରିଥିଲେ । ଯେଉଁଥିରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ମା ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ମାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହାସହିତ ଯୁଯୁମୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅକୁ ଅଟକ ରଖିଛି । 

ମାନସିକ ବିକୃତ ପୁଅର ନାରକୀୟ କାଣ୍ଡ, ବାପାଙ୍କୁ ଶାବଳରେ ପିଟି ମାରିଦେଲା

ସମ୍ବଲପୁର ୦୬।୦୪ : ସମ୍ବଲପୁର ଯୁଯୁମୁରା ଥାନା ଝାଙ୍କରପାଲି ତୁରୀପଡ଼ାରେ ଅଭାବନୀୟ ଘଟଣା । ମାନସିକ ବିକୃତ ପୁଅର ନାରକୀୟ କାଣ୍ଡ । ପୁଅର ଶାବଳ ଚୋଟରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ମା ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ମାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଯୁଯୁମୁରା ଥାନା ଝାଙ୍କରପାଲି ତୁରୀପଡ଼ାରେ କୌଣସି କଥାକୁ ନେଇ ବାପା-ପୁଅଙ୍କ ମଧ୍ୟରେ ବିବାଦ ହୋଇଥିଲେ । ଦେଖୁ ଦେଖୁ ମାନସିକ ବିକୃତ ପୁଅ ବାପାଙ୍କୁ ଏକ ଶାବଳରେ ଆକ୍ରମଣ କରିଥିଲେ । ଯେଉଁଥିରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ମା ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ମାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହାସହିତ ଯୁଯୁମୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅକୁ ଅଟକ ରଖିଛି ।