ତାରା ସସପେଣ୍ଡ: କଂଗ୍ରେସ ନେତାଙ୍କ ପାଇଁ ବାହାରିଲା ବିଜେଡି
ଭୁବନେଶ୍ୱର,୧୧।୩: ଗୃହରେ ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସ ନେତା ତାରା ବାହିନୀପତିଙ୍କୁ ସସପେଣ୍ଡ କରିଛନ୍ତି ବାଚସ୍ପତି ସୁରମା ପାଢୀ। ମଙ୍ଗଳବାର ଗୃହରେ ଜୟନାରାୟଣ ମିଶ୍ର ଓ ତାରା ବାହିନୀପତି ହାତାହାତି ହୋଇଛନ୍ତି। ବିଧାନସଭା ପ୍ରଶ୍ନୋତ୍ତର ଚାଲିଥିବା ବେଳେ ଦୁଇ ବିଧାୟକ ହାତାହାତି ହୋଇଛନ୍ତି। ଏନେଇ ତାରାଙ୍କୁ ୭ ଦିନ ପାଇଁ ଗୃହରୁ ସସ୍ପେଣ୍ଡ କରାଯାଇଛି। ଏହାକୁ ନେଇ ତାରାଙ୍କ ପାଇଁ ବାହାରିଛି ବିଜେଡି। ବିଜେଡି ବିଧାୟକ ଅରୁଣ ସାହୁ ଏହାକୁ ନିନ୍ଦା କରିବା ସହ ନିଲମ୍ବନ ପ୍ରତ୍ୟାହାର […] The post ତାରା ସସପେଣ୍ଡ: କଂଗ୍ରେସ ନେତାଙ୍କ ପାଇଁ ବାହାରିଲା ବିଜେଡି appeared first on Dharitri Odia News.
ଭୁବନେଶ୍ୱର,୧୧।୩: ଗୃହରେ ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସ ନେତା ତାରା ବାହିନୀପତିଙ୍କୁ ସସପେଣ୍ଡ କରିଛନ୍ତି ବାଚସ୍ପତି ସୁରମା ପାଢୀ। ମଙ୍ଗଳବାର ଗୃହରେ ଜୟନାରାୟଣ ମିଶ୍ର ଓ ତାରା ବାହିନୀପତି ହାତାହାତି ହୋଇଛନ୍ତି। ବିଧାନସଭା ପ୍ରଶ୍ନୋତ୍ତର ଚାଲିଥିବା ବେଳେ ଦୁଇ ବିଧାୟକ ହାତାହାତି ହୋଇଛନ୍ତି। ଏନେଇ ତାରାଙ୍କୁ ୭ ଦିନ ପାଇଁ ଗୃହରୁ ସସ୍ପେଣ୍ଡ କରାଯାଇଛି।
ଏହାକୁ ନେଇ ତାରାଙ୍କ ପାଇଁ ବାହାରିଛି ବିଜେଡି। ବିଜେଡି ବିଧାୟକ ଅରୁଣ ସାହୁ ଏହାକୁ ନିନ୍ଦା କରିବା ସହ ନିଲମ୍ବନ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି। ସେ କହିଛନ୍ତି, ବିରୋଧୀଙ୍କୁ ବାଚସ୍ପତି କହିବାକୁ ସୁଯୋଗ ଦେଉ ନାହାନ୍ତି। କାଲି ଆମ ଦଳ ଏନେଇ ବାଚସ୍ପତିଙ୍କୁ ଭେଟି ଅପିଲ କରିବ।
The post ତାରା ସସପେଣ୍ଡ: କଂଗ୍ରେସ ନେତାଙ୍କ ପାଇଁ ବାହାରିଲା ବିଜେଡି appeared first on Dharitri Odia News.