ତାରାଙ୍କ ପାଇଁ ତାତିଛି କଂଗ୍ରେସ

ନିଲମ୍ବନ ନ ହଟିଲା ପର୍ଯ୍ୟନ୍ତ ବିଧାନସଭାକୁ ବୟକଟ କରିଛନ୍ତି କଂଗ୍ରେସ ବିଧାୟକମାନେ । ନ୍ୟାୟ ପାଇଁ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଶାନ୍ତି ପୂର୍ଣ୍ଣ ଭାବରେ ଧାରଣା ଦେଇଛନ୍ତି କଂଗ୍ରେସର ସମସ୍ତ ବିଧାୟକ ।

ତାରାଙ୍କ ପାଇଁ ତାତିଛି କଂଗ୍ରେସ
Array