ତାଳସାରୀ ଉଚ୍ଚ ଜୁଆରରେ ଭାଙ୍ଗିଲା ୪ ଡଙ୍ଗା : ୬ ମତ୍ସ୍ୟଜୀବୀ ଉଦ୍ଧାର, ଦୁଇ ଗୁରୁତର

ଭୋଗରାଇ ୧୭।୧୦: ଉଦୟପୁର-ତାଳସାରୀରେ ଉଚ୍ଚ ଜୁଆର ଫଳରେ ଭାଙ୍ଗିଲା ୪ଟି ଡଙ୍ଗା । ମାଛ ଧରି ତାଳସାରୀକୁ ଫେରୁଥିବା ବେଳେ ଡଙ୍ଗାକୁ ଡ଼ଙ୍ଗା ବାଡେଇ ବୁଡ଼ିଲା ଡ଼ଙ୍ଗା । ଡଙ୍ଗାରେ ଥିବା ୬ ଜଣ ଉଦ୍ଧାର ହୋଇଛନ୍ତି । ଦୁଇ ଗୁରୁତର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।You Can Read:ପୂର୍ବତନ ବିଜେଡି ସାଂସଦଙ୍କ ପରଲୋକ, ୭୮ ବର୍ଷରେ ଦେହାନ୍ତ

ତାଳସାରୀ ଉଚ୍ଚ ଜୁଆରରେ ଭାଙ୍ଗିଲା ୪ ଡଙ୍ଗା : ୬ ମତ୍ସ୍ୟଜୀବୀ ଉଦ୍ଧାର, ଦୁଇ ଗୁରୁତର

ଭୋଗରାଇ ୧୭।୧୦: ଉଦୟପୁର-ତାଳସାରୀରେ ଉଚ୍ଚ ଜୁଆର ଫଳରେ ଭାଙ୍ଗିଲା ୪ଟି ଡଙ୍ଗା । ମାଛ ଧରି ତାଳସାରୀକୁ ଫେରୁଥିବା ବେଳେ ଡଙ୍ଗାକୁ ଡ଼ଙ୍ଗା ବାଡେଇ ବୁଡ଼ିଲା ଡ଼ଙ୍ଗା । ଡଙ୍ଗାରେ ଥିବା ୬ ଜଣ ଉଦ୍ଧାର ହୋଇଛନ୍ତି । ଦୁଇ ଗୁରୁତର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

You Can Read:

ପୂର୍ବତନ ବିଜେଡି ସାଂସଦଙ୍କ ପରଲୋକ, ୭୮ ବର୍ଷରେ ଦେହାନ୍ତ