ତୁଳସୀପୁର ନିକଟରେ ଖୋଲିଲା ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ନୂଆ ସୋ’ରୁମ୍ ‘ସାଇ ୱାର୍ଲ୍ଡ’

କଟକ ୯।୫: କଟକ ତୁଳସୀପୁର ନିକଟରେ ଖୋଲିଲା ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ନୂତନ ସୋ’ରୁମ୍ ସାଇ ୱାର୍ଲ୍ଡ । ଯେଉଁଠି ଗଡ୍ଡରେଜ୍ କମ୍ପାନୀର ସମସ୍ତ ସାମଗ୍ରୀ ଗ୍ରାହକ ପାଇ ପାରିବେ । ଏଥି ସହ ଘରକରଣା ସାମଗ୍ରୀର ସବୁ ପ୍ରକାର ଜିନିଷ ଏହି ସୋ’ରୁମ୍‌ରେ ମିଳିପାରିବ ।ଶୁକ୍ରବାର ଏହି ସୋ’ରୁମ୍‌କୁ ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ ଉଦ୍ଘାଟନ କରିଥିଲେ । ଏହି ଅବସରରେ ସୋ’ରୁମ୍‌ରେ କେକ୍ କାଟି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଯେଉଁ ଗ୍ରାହକ ମାନେ ଏଠାକୁ କିଣିବାକୁ ଆସିବେ ଗଡ୍ଡରେଜ୍ କମ୍ପାନୀ ଓ ସୋ’ରୁମ୍‌ ତରଫରୁ ବିଭିନ୍ନ ପ୍ରକାରର ଅଫର ସାଙ୍ଗକୁ ଫ୍ରି ଗିଫ୍ଟ ଥିବା ସୋ’ରୁମ୍‌ ମାଲିକ କହିଛନ୍ତି ।You Can Read:ଏବେ କେବଳ ଅପରେସନ ସିନ୍ଦୂର ଆରମ୍ଭ ହୋଇଛି, ଆଗକୁ ମେହେନ୍ଦି ବାକି ଅଛି : ଭର୍ତ୍ତୃହରି ମହତାବ

ତୁଳସୀପୁର ନିକଟରେ ଖୋଲିଲା ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ନୂଆ ସୋ’ରୁମ୍ ‘ସାଇ ୱାର୍ଲ୍ଡ’

କଟକ ୯: କଟକ ତୁଳସୀପୁର ନିକଟରେ ଖୋଲିଲା ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ନୂତନ ସୋ’ରୁମ୍ ସାଇ ୱାର୍ଲ୍ଡ । ଯେଉଁଠି ଗଡ୍ଡରେଜ୍ କମ୍ପାନୀର ସମସ୍ତ ସାମଗ୍ରୀ ଗ୍ରାହକ ପାଇ ପାରିବେ । ଏଥି ସହ ଘରକରଣା ସାମଗ୍ରୀର ସବୁ ପ୍ରକାର ଜିନିଷ ଏହି ସୋ’ରୁମ୍‌ରେ ମିଳିପାରିବ ।ଶୁକ୍ରବାର ଏହି ସୋ’ରୁମ୍‌କୁ ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ ଉଦ୍ଘାଟନ କରିଥିଲେ । 

ଏହି ଅବସରରେ ସୋ’ରୁମ୍‌ରେ କେକ୍ କାଟି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଯେଉଁ ଗ୍ରାହକ ମାନେ ଏଠାକୁ କିଣିବାକୁ ଆସିବେ ଗଡ୍ଡରେଜ୍ କମ୍ପାନୀ ଓ ସୋ’ରୁମ୍‌ ତରଫରୁ ବିଭିନ୍ନ ପ୍ରକାରର ଅଫର ସାଙ୍ଗକୁ ଫ୍ରି ଗିଫ୍ଟ ଥିବା ସୋ’ରୁମ୍‌ ମାଲିକ କହିଛନ୍ତି ।

You Can Read:

ଏବେ କେବଳ ଅପରେସନ ସିନ୍ଦୂର ଆରମ୍ଭ ହୋଇଛି, ଆଗକୁ ମେହେନ୍ଦି ବାକି ଅଛି : ଭର୍ତ୍ତୃହରି ମହତାବ