ତୃତୀୟ ଥର ପାଇଁ ବାପା ହେଲେ ପାକିସ୍ତାନର ଏହି ପୂର୍ବତନ ଖେଳାଳି
ନୂଆଦିଲ୍ଲୀ,୨।୩: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ତୃତୀୟ ଥର ପାଇଁ ପିତା ହୋଇଛନ୍ତି। ଶୋଏବ ଅଖତରଙ୍କ ପତ୍ନୀ ରୁବାବ ଖାନ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଉଭୟ ଦମ୍ପତି ଝିଅର ନାଁ ନୁରେ ଅଲି ଅଖତର ନାମ ରଖିଛନ୍ତି। ରାୱଲପିଣ୍ଡି ଏକ୍ସପ୍ରେସ ନାମରେ ଜଣାଶୁଣା ଶୋଏବ ଅଖତର ଏହି ଫଟୋକୁ ଏକ୍ସରେ ସେୟାର କରିଛନ୍ତି। ସେ ଫଟୋ କ୍ୟାପଶନରେ ଲେଖିଛନ୍ତି ଯେ ମିକାଇଲ ଏବଂ ମୁଜାହିଦଙ୍କର ସାନ ଭଉଣୀ । ଆଲ୍ଲା ଆମକୁ […] The post ତୃତୀୟ ଥର ପାଇଁ ବାପା ହେଲେ ପାକିସ୍ତାନର ଏହି ପୂର୍ବତନ ଖେଳାଳି appeared first on Dharitri Odia News.
ନୂଆଦିଲ୍ଲୀ,୨।୩: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ତୃତୀୟ ଥର ପାଇଁ ପିତା ହୋଇଛନ୍ତି। ଶୋଏବ ଅଖତରଙ୍କ ପତ୍ନୀ ରୁବାବ ଖାନ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଉଭୟ ଦମ୍ପତି ଝିଅର ନାଁ ନୁରେ ଅଲି ଅଖତର ନାମ ରଖିଛନ୍ତି। ରାୱଲପିଣ୍ଡି ଏକ୍ସପ୍ରେସ ନାମରେ ଜଣାଶୁଣା ଶୋଏବ ଅଖତର ଏହି ଫଟୋକୁ ଏକ୍ସରେ ସେୟାର କରିଛନ୍ତି। ସେ ଫଟୋ କ୍ୟାପଶନରେ ଲେଖିଛନ୍ତି ଯେ ମିକାଇଲ ଏବଂ ମୁଜାହିଦଙ୍କର ସାନ ଭଉଣୀ । ଆଲ୍ଲା ଆମକୁ ଏକ ଝିଅ ସହିତ ଆଶୀର୍ବାଦ କରିଛନ୍ତି ।
The post ତୃତୀୟ ଥର ପାଇଁ ବାପା ହେଲେ ପାକିସ୍ତାନର ଏହି ପୂର୍ବତନ ଖେଳାଳି appeared first on Dharitri Odia News.