ତୃତୀୟ ଦିନରେ ବି ଗୃହରେ ଅଚଳାବସ୍ଥା,୧୨ ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର : ବିଧାନସଭା ତୃତୀୟ ଦିନରେ ବି ଚାଲି ପାରିଲାନି ଗୃହ । ଉଭୟ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ହୋହାଲ୍ଲା କରିଥିଲେ । ବାଚସ୍ପତିଙ୍କ ପୋଡିୟମ ଆଗରେ ନାରାବାଜି ହୋଇଥିଲା। ପରେ ଗୃହକୁ ୧୨ ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ଚାଷୀ ପ୍ରସଙ୍ଗକୁ ନେଇ ବିଜେଡି ବିଧାୟକ ହଙ୍ଗାମା କରିଥିଲେ। ଏଥିସହ ଆଇନ ଶୃଙ୍ଖଳା ପ୍ରସଙ୍ଗ ଉଠାଇଛି କଂଗ୍ରେସ। ଏହିସବୁ ହଟ୍ଟଗୋଳ ଯୋଗୁଁ ଗୃହ ଦିନ ୧୨ଟା ଯାଏଁ […]

ତୃତୀୟ ଦିନରେ ବି ଗୃହରେ ଅଚଳାବସ୍ଥା,୧୨ ଟା ଯାଏଁ ଗୃହ ମୁଲତବୀ
ତୃତୀୟ ଦିନରେ ବି ଗୃହରେ ଅଚଳାବସ୍ଥା,୧୨ ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର : ବିଧାନସଭା ତୃତୀୟ ଦିନରେ ବି ଚାଲି ପାରିଲାନି ଗୃହ । ଉଭୟ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ହୋହାଲ୍ଲା କରିଥିଲେ । ବାଚସ୍ପତିଙ୍କ ପୋଡିୟମ ଆଗରେ ନାରାବାଜି ହୋଇଥିଲା। ପରେ ଗୃହକୁ ୧୨ ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ସୁରମା ପାଢ଼ୀ ।

ଚାଷୀ ପ୍ରସଙ୍ଗକୁ ନେଇ ବିଜେଡି ବିଧାୟକ ହଙ୍ଗାମା କରିଥିଲେ। ଏଥିସହ ଆଇନ ଶୃଙ୍ଖଳା ପ୍ରସଙ୍ଗ ଉଠାଇଛି କଂଗ୍ରେସ। ଏହିସବୁ ହଟ୍ଟଗୋଳ ଯୋଗୁଁ ଗୃହ ଦିନ ୧୨ଟା ଯାଏଁ ମୁଲତବି ରହିଛି। ୧ ମିନିଟ ବି ଚାଲି ପାରିଲାନି ବିଧାନସଭା ବଜେଟ ଅଧିବେଶନ ।