ତେଲଗୁ ଭାଷାରେ ଲାଗିଲା ବ୍ୟାନର, ମାଓବାଦୀଙ୍କ ହାତ ଥିବା ସନ୍ଦେହ
କୋରାପୁଟ ୨୧/୦୬: କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ସାନ ସରୁପଲ୍ଲୀ ଛକ ଓ ଆଲମଣ୍ଡା ହନୁମାନ ମନ୍ଦିର ନିକଟରେ ମାଓ ବ୍ୟାନର I ବିଜେଡି କର୍ମକର୍ତ୍ତା ଓ ଜଙ୍ଗଲ ବିଭାଗର ଅଧିକାରୀମାନଙ୍କୁ ଚେତାବନୀ I ତେଲୁଗୁ ଭାଷାରେ ଲାଗିଛି ବ୍ୟାନର I ସିପିଆଇ ମାଓବାଦୀ ( ଛତିଶଗଡ, ଶ୍ରୀକାକୁଲମ ଓ କୋରାପୁଟ ଡିଭିଜନ କମିଟି ନାଁ ରେ ବ୍ୟାନର ), ମାଓବାଦୀ କିମ୍ବା ଅନ୍ୟ କେହି ଆତଙ୍କ ସୃଷ୍ଟି କରିବା ପାଇଁ ଲଗାଇଛନ୍ତି ତାହା ଅସ୍ପଷ୍ଟ I ଦୀର୍ଘ ବର୍ଷ ପରେ ଲାଗିଛି ଅଞ୍ଚଳରେ ଲାଲ ବ୍ୟାନର I
କୋରାପୁଟ ୨୧/୦୬: କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ସାନ ସରୁପଲ୍ଲୀ ଛକ ଓ ଆଲମଣ୍ଡା ହନୁମାନ ମନ୍ଦିର ନିକଟରେ ମାଓ ବ୍ୟାନର I ବିଜେଡି କର୍ମକର୍ତ୍ତା ଓ ଜଙ୍ଗଲ ବିଭାଗର ଅଧିକାରୀମାନଙ୍କୁ ଚେତାବନୀ I
ତେଲୁଗୁ ଭାଷାରେ ଲାଗିଛି ବ୍ୟାନର I ସିପିଆଇ ମାଓବାଦୀ ( ଛତିଶଗଡ, ଶ୍ରୀକାକୁଲମ ଓ କୋରାପୁଟ ଡିଭିଜନ କମିଟି ନାଁ ରେ ବ୍ୟାନର ), ମାଓବାଦୀ କିମ୍ବା ଅନ୍ୟ କେହି ଆତଙ୍କ ସୃଷ୍ଟି କରିବା ପାଇଁ ଲଗାଇଛନ୍ତି ତାହା ଅସ୍ପଷ୍ଟ I ଦୀର୍ଘ ବର୍ଷ ପରେ ଲାଗିଛି ଅଞ୍ଚଳରେ ଲାଲ ବ୍ୟାନର I