ତ୍ରୁଟିପୂର୍ଣ୍ଣ ଡ୍ରେନ୍ ନିର୍ମାଣ: ଅସରାଏ ବର୍ଷାରେ ବେହାଲ ମୁଖ୍ୟାଳୟ ରାସ୍ତା
ଥୁଆମୂଳ ରାମପୁର,୧୧ା୬ (ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟ ଦେଇ ଯାଇଥିବା ରାସ୍ତା ଅସରାଏ ବର୍ଷାରେ ବେହାଲ ହୋଇପଡିଥିଲା। ତ୍ରୁଟିପୂର୍ଣ୍ଣ ଡ୍ରେନ୍ ନିର୍ମାଣ ଯୋଗୁ ଡ୍ରେନ୍ରେ ପାଣି ଯିବା ବଦଳରେ ରାସ୍ତା ଉପରେ ବର୍ଷା ଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଥିଲା। ଅସରାଏ ବର୍ଷାରେ ଯଦି ରାସ୍ତା ଅବସ୍ଥା ଏପରି ହେଉଛି ଆଗକୁ ବର୍ଷା ଦିନ ଆସୁଥିବାରୁ ସ୍ଥିତି ଗମ୍ଭୀର ହେବା ନେଇ ବୁଦ୍ଧିଜୀବୀମାନେ ଆଲୋଚନା କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଠିକାସଂସ୍ଥା […] The post ତ୍ରୁଟିପୂର୍ଣ୍ଣ ଡ୍ରେନ୍ ନିର୍ମାଣ: ଅସରାଏ ବର୍ଷାରେ ବେହାଲ ମୁଖ୍ୟାଳୟ ରାସ୍ତା appeared first on Dharitri Odia News.
ଥୁଆମୂଳ ରାମପୁର,୧୧ା୬ (ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟ ଦେଇ ଯାଇଥିବା ରାସ୍ତା ଅସରାଏ ବର୍ଷାରେ ବେହାଲ ହୋଇପଡିଥିଲା। ତ୍ରୁଟିପୂର୍ଣ୍ଣ ଡ୍ରେନ୍ ନିର୍ମାଣ ଯୋଗୁ ଡ୍ରେନ୍ରେ ପାଣି ଯିବା ବଦଳରେ ରାସ୍ତା ଉପରେ ବର୍ଷା ଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଥିଲା। ଅସରାଏ ବର୍ଷାରେ ଯଦି ରାସ୍ତା ଅବସ୍ଥା ଏପରି ହେଉଛି ଆଗକୁ ବର୍ଷା ଦିନ ଆସୁଥିବାରୁ ସ୍ଥିତି ଗମ୍ଭୀର ହେବା ନେଇ ବୁଦ୍ଧିଜୀବୀମାନେ ଆଲୋଚନା କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଠିକାସଂସ୍ଥା ବର୍ଷା ଆଗମନ ପୂର୍ବରୁ ସୁବ୍ୟବସ୍ଥା କରିବା ଜରୁରୀ ବୋଲି ଅଞ୍ଚଳବାସୀ ମତପ୍ରକାଶ କରିଛନ୍ତି।
The post ତ୍ରୁଟିପୂର୍ଣ୍ଣ ଡ୍ରେନ୍ ନିର୍ମାଣ: ଅସରାଏ ବର୍ଷାରେ ବେହାଲ ମୁଖ୍ୟାଳୟ ରାସ୍ତା appeared first on Dharitri Odia News.