ଥରହର ଇରାନ୍, ଇସ୍ରାଏଲ ମାଗିଲା ବଙ୍କର ବଷ୍ଟର ବୋମା

ଆହୁରି ଭୀଷଣ ହେଉଛି ଇସ୍ରାଏଲ ଇରାନ ଯୁଦ୍ଧ। ଉଭୟ ପଟରୁ ବର୍ଷୁଛି ମିସାଇଲ। ଘନ ଘନ ଜାରି ରହିଛି ବୋମା ମାଡ଼। ତେହେରାନରେ ଧ୍ୱଂସ ଘଟାଇଛି ଇସ୍ରାଏଲ । ଇରାନ୍‌ର ଆଖି, ଛାତିକୁ ହିଟ୍‌ କରୁଛି ଶକ୍ତିଶାଳୀ ମିସାଇଲ। ଖୋଜି ଖୋଜି ଇରାନ୍‌ର ଆଣବିକ କେନ୍ଦ୍ରକୁ ଟାର୍ଗେଟ୍‌ କରୁଛି। ସେପଟେ ଇରାନର ଆକ୍ରମଣରେ ଇସ୍ରାଏଲ ମଧ୍ୟ କ୍ଷତି ସହିଛି।

ଥରହର ଇରାନ୍, ଇସ୍ରାଏଲ ମାଗିଲା ବଙ୍କର ବଷ୍ଟର ବୋମା
Array