ଥରିଲା ମ୍ୟାନ୍ମାର, ରିକ୍ଟର ସ୍କେଲ୍ରେ ତୀବ୍ରତା ଥିଲା…
ମ୍ୟାନ୍ମାର,୨୯ା୫: ବୁଧବାର ମ୍ୟାନ୍ମାରରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରକାଶ ଯେ, ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍ରେ ୫.୬ ମାପ କରାଯାଇଛି। ଜାତୀୟ ଭୂକମ୍ପ କେନ୍ଦ୍ର ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ମ୍ୟାନ୍ମାରରେ ଏହି ଭୂକମ୍ପ ଘଟିଛି। ଏନେଇ କୌଣସି କ୍ଷୟକ୍ଷତିର ଖବର ବର୍ତ୍ତମାନ ସୁଦ୍ଧା ହସ୍ତଗତ ହୋଇନାହିଁ। The post ଥରିଲା ମ୍ୟାନ୍ମାର, ରିକ୍ଟର ସ୍କେଲ୍ରେ ତୀବ୍ରତା ଥିଲା… appeared first on Dharitri Odia News.
ମ୍ୟାନ୍ମାର,୨୯ା୫: ବୁଧବାର ମ୍ୟାନ୍ମାରରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରକାଶ ଯେ, ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍ରେ ୫.୬ ମାପ କରାଯାଇଛି। ଜାତୀୟ ଭୂକମ୍ପ କେନ୍ଦ୍ର ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ମ୍ୟାନ୍ମାରରେ ଏହି ଭୂକମ୍ପ ଘଟିଛି। ଏନେଇ କୌଣସି କ୍ଷୟକ୍ଷତିର ଖବର ବର୍ତ୍ତମାନ ସୁଦ୍ଧା ହସ୍ତଗତ ହୋଇନାହିଁ।
The post ଥରିଲା ମ୍ୟାନ୍ମାର, ରିକ୍ଟର ସ୍କେଲ୍ରେ ତୀବ୍ରତା ଥିଲା… appeared first on Dharitri Odia News.