ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିଖୋଜ
ଓଡ଼ିଶା ଛୁଇଁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିଖୋଜ। ମୌସୁମୀ ବର୍ଷା ବଦଳରେ ରାଜ୍ୟକୁ ପୁଣି ଲେଉଟାଣି ତାତି। ୩୯ ଡିଗ୍ରୀ ପାର୍ ପାରଦ ସହ ଆଜି ରାଜଧାନୀ ଥିଲା ସବୁଠୁ ଉତ୍ତପ୍ତ। ଆଗାମୀ ୫ଦିନ ଯାଏଁ ନାହିଁ ନିସ୍ତାର, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ। ମୌସୁମୀ ଗାଏବର କାରଣ ବୁଝାଇଲେ ପାଣିପାଗ ବିଜ୍ଞାନୀ