ଦନ୍ତା ହାତୀର ଗଳିତ ମୃତଦେହ ଉଦ୍ଧାର, ବନ ବିଭାଗର ତଦନ୍ତ
ଘଟଗାଁ ୧୨।୮: କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜ ଅଧିନସ୍ତ ରଘୁବେଡା ଡ୍ୟାମ୍ ନିକଟରୁ ଏକ ଦନ୍ତା ହାତୀର ଗଳିତ ମୃତଦେହ ଠାବ ହୋଇଛି । ଘଟଗାଁ ବନ ବିଭାଗ ହାତୀଟିର ମୃତଦେହ ଠାବ କରିଛି । ହାତୀଟି ବହୁ ଦିନରୁ ମରି ପଡ଼ିଥିବା ଜଣାପଡିଛି । କୌଣସି ସୂତ୍ରରୁ ଖବର ପାଇ ଘଟଗାଁ ବନ ବିଭାଗ ହାତୀର ଗଳିତ ମୃତଦେହକୁ ଠାବ କରିଛି । ମୃତ ହାତୀର ବୟସ ୨ରୁ ୩ବର୍ଷ ହେବ ବୋଲି ସୂଚନା ମିଳିଛି । ହାତୀର ଗଳିତ ମୃତଦେହକୁ ଉଦ୍ଧାର କରି ଘଟଣାସ୍ଥଳରେ ତଦନ୍ତ ଚଳାଇଛି ବନ ବିଭାଗ ।You Can Read:ହିଡ ହଣାଙ୍କୁ କେନ୍ଦ୍ରକରି କଟୁରୀରେ ଆକ୍ରମଣ, ଲହୁ ଲୁହାଣ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ଘଟଗାଁ ୧୨।୮: କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜ ଅଧିନସ୍ତ ରଘୁବେଡା ଡ୍ୟାମ୍ ନିକଟରୁ ଏକ ଦନ୍ତା ହାତୀର ଗଳିତ ମୃତଦେହ ଠାବ ହୋଇଛି । ଘଟଗାଁ ବନ ବିଭାଗ ହାତୀଟିର ମୃତଦେହ ଠାବ କରିଛି । ହାତୀଟି ବହୁ ଦିନରୁ ମରି ପଡ଼ିଥିବା ଜଣାପଡିଛି । କୌଣସି ସୂତ୍ରରୁ ଖବର ପାଇ ଘଟଗାଁ ବନ ବିଭାଗ ହାତୀର ଗଳିତ ମୃତଦେହକୁ ଠାବ କରିଛି । ମୃତ ହାତୀର ବୟସ ୨ରୁ ୩ବର୍ଷ ହେବ ବୋଲି ସୂଚନା ମିଳିଛି । ହାତୀର ଗଳିତ ମୃତଦେହକୁ ଉଦ୍ଧାର କରି ଘଟଣାସ୍ଥଳରେ ତଦନ୍ତ ଚଳାଇଛି ବନ ବିଭାଗ ।
You Can Read:
ହିଡ ହଣାଙ୍କୁ କେନ୍ଦ୍ରକରି କଟୁରୀରେ ଆକ୍ରମଣ, ଲହୁ ଲୁହାଣ ଅବସ୍ଥାରେ ମେଡିକାଲରେ ଭର୍ତ୍ତି